ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା
ଲଣ୍ଡନ () ଆମେରିକାରର ଡ୍ରୋନ ଆକ୍ରମଣରେ ଇରାନର ସେନା ମୁଖ୍ୟ ଜେନେରାଲ କାସିମ୍ ସୋଲୋମାନିଙ୍କର ମୃତ୍ୟୁ ପରେ ଏବେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଏହା ତୃତୀୟ ବିଶ୍ୱ ଯୁଦ୍ଧର ରୂପ ନେଇ ପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…