ଉଚ୍ଚଶିକ୍ଷା ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍ ସନ୍ତୋଷ ପ୍ରକଟ
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଚଳାଯାଉଥିବା ଓଡିଶା ହାଇଅର ଏଜୁକେଶନ ପ୍ରୋଗ୍ରାମ ଫର ଏକ୍ସଲେନ୍ସ ଆଣ୍ଡ ଇକ୍ୟୁଟି (ଓଏଚ୍ଇପିଇଇ)ର ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍ ସନ୍ତୋଷ ପ୍ରକଟ କରିଛନ୍ତି । ବିଶ୍ୱବ୍ୟାଙ୍କ୍ର ଆର୍ଥିକ ସହାୟତାରେ ଉଚ୍ଚଶିକ୍ଷା ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ…