ୟୁଟ୍ୟୁବ୍ ନା ଟିକଟକ୍ ? ଜାଣନ୍ତୁ କାହାର ୟୁଜର୍ସ ଅଧିକ ….
ଭୁବନେଶ୍ୱର () ଏବେ ସୋସିଆଲ ମିଡିଆରେ ଗୋଟିଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା । ୟୁଟ୍ୟୁବ୍ vs ଟିକଟକ୍ । ଏହି ୨ ଭିଡିଓ ସେୟାରିଂ ପ୍ଲାଟଫର୍ମର ୟୁଜର୍ସମାନଙ୍କ ମଧ୍ୟରେ ଜୋରଦାର କମ୍ପିଟିସନ୍ ଚାଲିଛି । ଏନେଇ ସୋସିଆଲ ମିଡିଆରେ ଡିପି ୱାର୍ ମଧ୍ୟ ଚାଲିଛି । ଖାଲି ସେତିକି ନୁହେଁ ଏନେଇ ମିମ୍ସ ଭାଇରାଲ…