Odia News Portal
Monthly Archives

November 2020

ଇତିହାସ ରଚିଲା ସମ୍ , ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲରେ ସଫଳ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର() ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ…

ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କୋଭିଡ୍‌ ଟେଷ୍ଟ

ଭୁବନେଶ୍ବର () ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କୋଭିଡ୍‌ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବାହାରୁ ଆସୁଥିବା ଯାତ୍ରୀ କରି ପାରିବେ ଟେଷ୍ଟ। ଭୁବନେଶ୍ବରରେ ବିଭିନ୍ନ ବସ୍ତିରେ ମଧ୍ୟ ଟେଷ୍ଟ କରାଯିବ। ଡିସେମ୍ବର ଶେଷ କିମ୍ବା ଜାନୁଆରୀରେ ସେରୋ ସର୍ଭେ କରାଯିବ। ଡିସେମ୍ବର…

ଡ଼ିସେମ୍ବରରେ ପ୍ରାୟେ ଅଧା ଦିନ ବ୍ୟାଙ୍କ ବନ୍ଦ, ପଢନ୍ତୁ ତାଲିକା

ନୂଆଦିଲ୍ଲୀ() ଆସନ୍ତାକାଲିଠୁ ନୂଆ ତଥା ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି । ଏଥର ରାଜ୍ୟରେ ଡିସେମ୍ବର ମାସରେ ୧୨ ଦିନ ବ୍ୟାଙ୍କ ହଲିଡେ ପଡୁଛି । ଯଦି ଆପଣ ଆଗାମୀ ମାସ ପାଇଁ ପ୍ଲାନିଂ କରୁଛନ୍ତି ତେବେ ଏହି ଲିଷ୍ଟ ନିଶ୍ଚୟ ଚେକ୍ କରନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ…

ଶିବସେନାରେ ସାମିଲ ହେବେ ଉର୍ମିଳା ମାତୋଣ୍ଡକର

ମୁମ୍ବାଇ () ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିଲେ । ନିର୍ବାଚନର ୫ ମାସ ପରେ ହିଁ ସେ…

CBI ବଦଳରେ SIT ତଦନ୍ତ ଅଧିକ ଫଳପ୍ରଦ ହେବ

ଭୁବନେଶ୍ୱର() ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର SIT ତଦନ୍ତ ଲାଗି ନିଷ୍ପତ୍ତି ଦେଇଛନ୍ତି । ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଉଚ୍ଚତନ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ସରକାରଙ୍କର କିଛି ଭୁଲ ନିଷ୍ପତ୍ତି ନୁହେଁ ।…

ମହାପ୍ରସାଦକୁ ଅନଲାଇନରେ ବିକ୍ରି କଲା ଆମାଜନ, ଥାନାରେ ଏତଲା ଦାୟର

ପୁରୀ() ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ଅନଲାଇନରେ ବିକ୍ରି କରିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦାୟର ହୋଇଛି । ଏହି ଏତଲା ଦାୟର କରିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଶ୍ରୀ ଖୁଣ୍ଟିଆଙ୍କ ଏତଲାକୁ…

ଏସ୍ ଆଇ ଟି ତଦନ୍ତ ଏକ ଐତିହାସିକ ନିଷ୍ପତି

ଭୁବନେଶ୍ୱର() ନୟାଗଡ଼ ଘଟଣାରେ ରାଜ୍ୟ ସରକାର ଏସ ଆଇ ଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେବା କଗ୍ରେସ ଦଳର ନୈତିକ ବିଜୟ ଓ ବିଧାନସଭା ଇତିହାସରେ ଆଗରୁ କେବେ ହୋଇନଥିଲା ବୋଲି  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାର…

୬୮ ଜଣଙ୍କୁ ଫେକ୍ ଅଫର ଲେଟର

ବ୍ରହ୍ମପୁର() ବ୍ରହ୍ମପୁର ଟାଟା ପ୍ରକଳ୍ପରେ ଚାକିରି ନେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ । ଏନେଇ ଆଜି ଗଞ୍ଜାମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ୨ ଇନ୍ସପେକ୍ଟର ପହଞ୍ଚି ନକଲି ନିଯୁକ୍ତିପତ୍ର ନେଇ ଖୋଳତାଡ କରୁଛନ୍ତି । ନକଲି…

ଟ୍ୱିଟରେ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ…

ବ୍ୟାଣ୍ଡ ବାଜାକୁ ଅନୁମତି

ବିବାହ ଉତ୍ସବ ରେ ଏବେ 150 ଲୋକ ଯୋଗ ଦେଇ ପାରିବେ ଏହା ସହ ବ୍ୟାଣ୍ଡ ବାଜା କୁ ମଧ୍ୟ ଅନୁମତି ଦେଇଛି ପାଟନା ଜିଲ୍ଲା ପ୍ରଶାସନ। ଏହା ପୂର୍ବରୁ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସଓପି) ନିର୍ଦ୍ଧାରିତ…