Odia News Portal

ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ଆଜି ଘଟିଛି ଦୁର୍ଘଟଣା।

ସିଆଙ୍ଗ ଜିଲ୍ଲାର ସିଙ୍ଗିଙ୍ଗ ଗ୍ରାମ ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ଟ୍ୟୁଟିଂ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ​ଏନେଇ ଗୌହାଟିର ପ୍ରତିରକ୍ଷା ପିଆରଓ (PRO) ସୂଚନା ଦେଇଛି ଯେ ଉଦ୍ଧାରକାରୀ ଦଳ ପଠାଯାଇଛି ଏବଂ ଦୁର୍ଘଟଣା…