Odia News Portal

୨୧୭ରେ ଅଲଆଉଟ୍ ହେଲା ଭାରତ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୨୧୭ରେ ଅଲଆଉଟ୍ ହେଲା ଭାରତ । ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତର ୱିକେଟ ମୂଳପୋଛ କରିଛି ନ୍ୟୁଜିଲାଣ୍ଡ । କ୍ୱିଇ ଦଳର ବୋଲି ଜାମିନସନ ୫ ୱିକେଟ ଅକ୍ତିଆର କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତ କେହି ଜଣେ ମଧ୍ୟ ଖେଳାଳୀ ୫୦ ରନ କରିପାରି ନାହାଁନ୍ତି । ରାହାଣେ ଦଳ ପକ୍ଷରୁ ସର୍ବାଧିକ ୪୯ ରନ କରିଛନ୍ତି ।