ଏଫଏମ କଲେଜ ଘଟଣା: ନିଲମ୍ବିତ ପ୍ରିନ୍ସିପାଲ ଗିରଫ
ବାଲେଶ୍ୱର ଏଫଏମ କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି । ଦିଲୀପ ଘୋଷଙ୍କୁ ଗିରଫ କରିଛି ସହଦେବ ଖୁଣ୍ଟା ପୋଲିସ । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ପୂର୍ୱରୁ ଏଜୁକେସନ ବିଭାଗ ଏଚଓଡି ସମୀର ସାହୁ ଗିରଫ ହୋଇଥିଲେ ।!-->…