Odia News Portal

ମାଣିକ ଶାହା ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ଅମିତ ଶାହାଙ୍କ ସହ ଭେଟ ହେବା ପରେ ଶନିବାର ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସଂଧ୍ୟା ହେବା ପୂର୍ବରୁ କିଏ ହେବ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ , ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମାଣିକ ଶାହା ହେବେ । ଏବେ ତ୍ରିପୁରା ବିଜେପି ସଭାପତି ଅଛନ୍ତି ମାଣିକ ।