Odia News Portal

ଲାଇନଚ୍ୟୁତ ହେଲା ଉଜ୍ଜୟିନୀ ଏକ୍ସପ୍ରେସ, ଭୟଭୀତ ଯାତ୍ରୀ

ଋଷିକେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୋଗ ନଗରୀର ଋଷିକେଶ ରେଳ ଷ୍ଟେସନ ନିକଟରେ ଥିବା ଖଣ୍ଡ ଗାଁ ଅଞ୍ଚଳରେ ଉଜ୍ଜୟିନୀ ଏକ୍ସପ୍ରେସର ୩ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଏହି ଘଟଣାଟି ସୋମବାର ରାତି ପ୍ରାୟ ୯ ଟା ୩୦ ମିନିଟରେ ହୋଇଥିବା ଜଣାପଡିଛି । ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ କୌଣସି…

ଓଡ଼ିଶାରେ ସାଂଘାତିକ ତାତି, ରାଜ୍ୟର ୧୬ରୁ ଅଧିକ ସହର ୪୦ ଡିଗ୍ରୀ ଉପରେ

ଓଡ଼ିଶାରେ ସାଂଘାତିକ ତାତି । ୪୩ ଡିଗ୍ରୀ ପାର କଲା ଝାରସୁଗୁଡ଼ା, ରାଜ୍ୟର ୧୬ରୁ ଅଧିକ ସହର ୪୦ ଡିଗ୍ରୀ ଉପରେ । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ରୂପ ଧାରଣ କରୁଛି । ଓଡ଼ିଶାର ପ୍ରାୟ ୧୬ରୁ ୧୭ଟି ପ୍ରମୁଖ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିବା…

କେନ୍ଦୁଝରରେ ଅପରେସନ ବୈତରଣୀ: 27 ଲକ୍ଷ ଟଙ୍କା ଜବତ, 10 ଜଣ ଅଟକ

ବେଆଇନ ଖଣି ଓ ଚୋରାଚାଲାଣ ରୋକିବାକୁ କେନ୍ଦୁଝର ପୋଲିସର ବଡ ପଦକ୍ଷେପ । ଜିଲ୍ଲାର ଛୋଟ ବଡ ବେଆଇନ ଖଣି ଉପରେ ଅତର୍କିତ ଚଢାଉ କରିଛି ପୋଲିସ । ପାଖାପାଖି 12ଟି ସ୍ଥାନରେ ଚଢାଉ କରି 10 ଜଣଙ୍କୁ ଅଟକ ରଖିଛି ପୋଲିସ ।କେନ୍ଦୁଝରରେ ‘ଅପରେସନ ବୈତରଣୀ’ପୋଲିସ ବାଲି ମାଫିଆଙ୍କ ବିରୋଧରେ ଅପରେସନ…

ଆଜି କେମିତି କଟିବ

ମେଷ: ଆଜି ମଙ୍ଗଳବାର, ମେ ୧୯, ୨୦୨୬ । ଚନ୍ଦ୍ର ବର୍ତ୍ତମାନ ମିଥୁନ ରାଶିରେ ଅବସ୍ଥିତ। ଆପଣଙ୍କ ରାଶିରୁ, ଚନ୍ଦ୍ର ତୃତୀୟ ଘରେ ଅବସ୍ଥିତ। ଚିନ୍ତାଧାରାର ଦ୍ରୁତ ଗତି ଯୋଗୁଁ, ଆଜି ଆପଣ ଅନିଶ୍ଚିତତାର ଭାବନା ଅନୁଭବ କରିପାରନ୍ତି, ଯାହା ଫଳରେ ଏକ ନିର୍ଣ୍ଣାୟକ ନିଷ୍କର୍ଷରେ ପହଞ୍ଚିବା କଷ୍ଟକର…

ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପରିବାରଙ୍କ ଅନୁରୋଧ

ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା । ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ ଆଟାକରେ ତାଙ୍କର…

ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ପଞ୍ଚାୟତରେ ଭତ୍ତା ବାଣ୍ଟିବାକୁ ବାଇକରେ ଯାଉଥିଲେ PEO ଓ ADEO

ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ବାଉରିପଦା ପଞ୍ଚାୟତରେ ଆଜି ଦେବାକୁ ଥିଲା ଭତ୍ତା । ସକାଳ ୯ ଟା ୪୫ ମିନିଟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ମିଶି ୮ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକ ରେ ଯାଉଥିଲେ । ତାଙ୍କୁ ନାଲି ରଙ୍ଗର ପଲସର…

ବାଲି ମାଫିଆଙ୍କ ଘରେ ପୋଲିସର ସ୍ୱତନ୍ତ୍ର ସ୍କ୍ବ୍ୟାର୍ଡର ଚଢ଼ାଉ, ୨୦ ଲକ୍ଷ ରୁ ଅଧିକ ଟଙ୍କା ଜବତ

ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବାଲି ମାଫିଆଙ୍କ ଘରେ କେନ୍ଦୁଝର ପୋଲିସ ର ସ୍ୱତନ୍ତ୍ର ସ୍କ୍ବ୍ୟାର୍ଡର ଚଢ଼ାଉ । ୨୦ ଲକ୍ଷ ରୁ ଅଧିକ ଟଙ୍କା ଜବତ । ସେହିପରି ୩୦ରୁ ଅଧିକ ଗାଡି ଜବତ ସହ ୮ ଜଣ ଗିରଫ ହୋଇଛନ୍ତି । ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣର ବାରମ୍ବାର…

ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ, ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ

ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ । ମୃତ ଯୁବକ ହେଲେ ଜଗନ୍ନାଥ ସାହୁ। ସେ ଓମଫେଡରେ କ୍ଷୀର ଟ୍ୟାଙ୍କର ଚାଳକ ଭାବେ କାର୍ଯ୍ୟ କରନ୍ତି । ଯୁବକଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଆମ୍ବଶାଳ ଗ୍ରାମରେ ହୋଇଥିବା ବେଳେ ଏଠାରେ ଷଣ୍ଢପୁର…

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କୋର କମିଟି ବୈଠକରେ ସାମିଲ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି (ରବିବାର) ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ…

ଲଣ୍ଡନ-ଦୁବାଇ ପରେ ଇଟାଲୀ ବଜାରରେ ଏଣ୍ଟ୍ରି ମାରିବ ‘ଆମ୍ରପଲ୍ଲୀ’ ଆମ୍ବ, ବିଦେଶରେ ବଢୁଛି ଓଡିଶା ଫଳର…

ଲଣ୍ଡନ ଏବଂ ଦୁବାଇ ପରେ ୟୁରୋପ ବଜାରରେ ଉପଲବ୍ଧ ହେବ ସମ୍ବଲପୁର ମାଟିର ସ୍ୱାଦିଷ୍ଟ ଆମ୍ବ l ଜିଲ୍ଲା ଚାଷୀଙ୍କ ଆମ୍ବର ବେଶ୍ ଚାହିଦା ରହିଛି ରାଜ୍ୟ ତଥା ରାଜ୍ୟ ବାହାରେ l ବିଗତ କିଛି ବର୍ଷ ହେଲା ଜିଲ୍ଲାର ଆମ୍ବ ଦିଲ୍ଲୀ ବଜାରରେ ମିଳୁଥିବା ବେଳେ ଗତ ବର୍ଷ ଦୁବାଇ ଓ ଲଣ୍ଡନକୁ ରପ୍ତାନି ହୋଇଥିଲା…