Odia News Portal

ପ୍ରେମ ପାଇଁ ଝିଅ କୁ ମାରିଦେଲା ମା

ପ୍ରେମ ସମ୍ପର୍କ ପାଇଁ ନାବାଳିକା ଝିଅକୁ ହତ୍ୟା କଲା ମା । ଗାମୁଛାରେ ତଣ୍ଟି ଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ । ତେବେ ପୋଲିସ ଖୋଳତାଡ କୁ ଡରି ଥାନାରେ ମାର ଆତ୍ମସମର୍ପଣ । ମାର ଆତ୍ମସମର୍ପଣ ପରେ ନାବାଳିକାର ସାବତ ବାପା ଥାନାରେ ଅଟକ । ଗତ ୨୭ ରେ କଂସେଇବାହାଲ ଖଜିଆବାଗରେ ନାବାଳିକାର ମୃତ୍ୟୁ ଘଟିଥିଲା । ଘର ଭିତରୁ ମୃତ ଦେହ ମିଳିବା ପରେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା ।