ଜମିବାଡି ବିବାଦରୁ ଟ୍ରିପଲ ମର୍ଡର

କୁଚିଣ୍ଡା() କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ହୋଇଛି ଟ୍ରିପଲ ମର୍ଡର । ଜମିବାଡି ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଗୋଟିଏ ପରିବାରର ଝିଅ, ଜ୍ୱାଇଁ ଓ ଶାଶୂ ମୃତ ହୋଇଥିବା ଜଣାପଡିଛି । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ମାରିଛି । ଘଟଣାସ୍ଥଳରେ ପହଞ୍ଚି ମହୁଲିପାଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *