Odia News Portal

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର() ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ କ୍ୟାପିଟାଲ ଥାନାରେ ରାଜାକୁ ଜେରା ଚାଲିଛି । ତେବେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗରେ ରାଜା ଗିରଫ ହୋଇଛି ।