Odia News Portal
Browsing Tag

Raja

ଆଜି ଠାରୁ ଆରମ୍ଭ ହେଉଛି ମା’ବିମଳାଙ୍କ ଷୋଳପୂଜା

ଆଜିଠରୁ ଆରମ୍ଭ ହେଉଛି ଷୋଳପୂଜା । ଏହି ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ ବରଣ କରାଯାଉଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ…

ଆଜି ଶେଷ ରଜ

ଭୁବନେଶ୍ୱର: ଆଜି ଶେଷ ରଜ ବା ବାସୁମତି ସ୍ନାନ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ରଜପର୍ବ । ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ। …

ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜର ଦ୍ୱିତୀୟଦିନ ଅଥବା ରଜ ସଂକ୍ରାନ୍ତି । ଗାଁଠୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ତେବେ କରୋନା କଟକଣା ମଧ୍ୟରେ ସୀମିତ ରହିଛି ଚଳିତବର୍ଷର ରଜ ପର୍ବ । ରଜର ୨ୟ ଦିନ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜରେ ନୂତନ ପୋଷାକ,…

ରଜ ପାଳିଲେ ସୁର

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ । ଗାଁରୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । କୋଭିଡ କଟକଣା ମଧ୍ୟରେ ସମସ୍ତେ ପାଳନ କରିଛନ୍ତି ଏହି ପର୍ବ । ପାଠ,ପିଠା ଖାଇ ଦୋଳି ଖେଳିଛନ୍ତି ଲୋକେ । ତେବେ ଏହାରି ଭିତରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସୋମବାର ଦିନ ନିରାଡମ୍ବର ଭାବେ…

ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା କଟକଣାକୁ ମାନି ଋକ୍ସ ପାଳିବାକୁ ନିବେଦନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ…

ରଜରେ ଫିକା ପଡ଼ିଛି ପାନ ବେପାର

ଭୁବନେଶ୍ୱର: ଆଜି ହେଉଛି ପହିଲି ରଜ । ରଜ ପର୍ବରେ ପାନ ସମସ୍ତେଙ୍କ ପସନ୍ଦ ପାଲଟିଥାଏ । ପରମ୍ପରା ଅନୁଯାୟୀ ରଜରେ ପାନର ଚାହିଦା ରହିଛି । ଏପରିକି ରଜ ସମୟରେ ପାନ ବେପାରୀମାନେ ମିଠାପାଠ ତିଆରି କରି ଭଲ ଦି ପଇସା ମଧ୍ୟ ପାଇଥାନ୍ତି । ବିଭିନ୍ନ ଭେରାଇଟର ପାନ ମଧ୍ୟ ତିଆରି ଚର୍ଚ୍ଚାରେ…

ଆଜି ପହିଲି ରଜ

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜର ହୁଅ ବେଗେ ସଜବାଜ । ଆଜି ହେଉଛି ପହିଲି ରଜ । ଝିଅମାନେ ସଜବାଜ ତ ହୋଇଛନ୍ତି ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଓଡ଼ିଶାର ଏହି ଗଣପର୍ବ ରଜ । କରୋନା କଟକଣା ଲାଗି ଟିକେ ଫିକା ପଡ଼ିଛି ଏହି ପର୍ବ । ତେବେ ଗାଁ ଗହଳିରେ ଲୋକେ…

ଆସନ୍ତାକାଲି ରଜ, ଆଜି ସଜବାଜ

ଭୁବନେଶ୍ୱର: ରାତି ପାହିଲେ କୃଷିଭିତ୍ତିକ ପର୍ବ ରଜ । ଆସନ୍ତାକାଲି ହେଉଛି ଓଡ଼ିଶାର ଗଣପର୍ବ ମଧ୍ୟରେ ଅନ୍ୟତମ ପର୍ବ ରଜ । ଯଦିଓ ତିନିଦିନ ରଜ ହୋଇଥାଏ ତେବେ ରଜ ପୂର୍ବଦିନ ସଜବାଜ ଓ ରଜ ଶେଷଦିନ ଅଥବା ବସୁମତି ସ୍ନାନକୁ ମିଶାଇ ୫ଦିନ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଲାଗି ଲକଡାଉନ…

ଏଥର ରଜରେ ଘରେ ଘରେ ପହଞ୍ଚିବ ପିଠା

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବରେ ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଓଡ଼ିଆଙ୍କ ପ୍ରିୟ ପିଠା ପହଞ୍ଚିବ ଘରେ । ଏଥର ନିରାଡ଼ମ୍ଭର ଭାବେ ପାଳନ କରାଯିବ ରଜ ଉତ୍ସବ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ପାଳନ ହେବ ରାଜ ଉତ୍ସବ । ରାଜଧାନୀର ପାନ୍ଥନିବାସରେ ନିରାଡ଼ମ୍ବର ଭାବରେ ପାଳନ କରାଯିବ । ତେବେ ଏଠାକୁ…

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର() ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ କ୍ୟାପିଟାଲ ଥାନାରେ ରାଜାକୁ ଜେରା ଚାଲିଛି । ତେବେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗରେ ରାଜା ଗିରଫ ହୋଇଛି ।