Odia News Portal

ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

କଲମ୍ବୋ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଶ୍ରୀଲଙ୍କା । ଭାରତ ବୋଲିଂ କରୁବାକୁ ଥିବା ବେଳେ ଦଳ ଲାଗି ରହିବ ଚ୍ୟାଲେଞ୍ଜ । ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଉଛି ଧାୱନ ବାହିନୀ । ତେବେ ଆଜିର ମ୍ୟାଚରେ ଦୁଇଜଣ ଯବୁ ଖେଳାଳୀ ଡେବ୍ୟୁ କରୁଛନ୍ତି । ପ୍ରଥମେ ବୋଲିଂ କରୁଥିବା ଦଳ ପଛରେ ଚେସ କରି ଜିତିବା ଲକ୍ଷ୍ୟରେ ରହିବ । ଆଜି ମ୍ୟାଚରେ ଏହିସବୁ ଖୋଳାଳୀ ଖେଳୁଛନ୍ତି ।

ଭାରତ ସମ୍ଭବ୍ୟ ଦଳ: ଶିଖର ଧାୱନ, ପ୍ରିଥିବ ଶ, ମନିଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ହାର୍ଦ୍ଧିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ, ଚେତନ ସାକାରିଆ, ୟୁଜବେନ୍ଦ୍ର ଚହଲ ।