ଆର୍ଯନ କଲେଜ ଅଫ ବିସିନେସ ମ୍ୟାନେଜମେଣ୍ଟର ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର: ସୁନ୍ଦରପଦାସ୍ଥିତ ଆର୍ଯନ କଲେଜ ଅଫ ବିଜିନେସ ମ୍ୟାନେଜମେଣ୍ଟ ପରିସରରେ ଏକ ବକ୍ତୃତା ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି । କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିସିଏସଆରର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା କରାଯାଇଥିଲା କ୍ଷ କାର୍ୟ୍ୟକ୍ରମର ଶୀର୍ଷକ…