ଔଷଧ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା
ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ଔଷଧ କାରଖାନାରେ ସୋମବାର ଦିନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।। ଏବେ ବି ଧ୍ୱଂସପ୍ରାପ୍ତ ସ୍ଥାନରୁ ଭଗ୍ନାବଶେଷ ସଫା କାର୍ଯ୍ୟ ଜାରି ରହିଛି।!-->…