Odia News Portal
Browsing Tag

biswakarma puja

ଆଜି ପବିତ୍ର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଭୁବନେଶ୍ୱର: ଗାଁଠୁ ସହର ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଚଳଚଞ୍ଚଳ ହୋଇପଡ଼ିଛି ସହରର ସମସ୍ତ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ବୈଷୟିକ ଶିକ୍ଷାନୁଷ୍ଠାନ। ଆଜି ଧରାବତରଣ କରୁଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା। ବର୍ଷତମାମ ଯେଉଁ ମେସିନ୍ ଆମ ଶ୍ରମକୁ ଲାଘବ କରିଛି, ବର୍ଷ ବର୍ଷ ଧରି ଯେଉଁ…

କାହିଁକି ବିଶ୍ୱକର୍ମା ପୂଜାରେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ, ଜାଣନ୍ତୁ

ଭୁବନେଶ୍ୱର()  ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା। ତ୍ୱଷ୍ଟା ନାମରେ ସେ ବିଦିତ।ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର,ତେଜସ୍ୱୀ କାମଦେବଙ୍କ ପରି…