ମାର୍ଚ୍ଚ ୨୫ ରୁ ୩୧ଯାଏଁ ବଜେଟ ଅଧିବେଶନ
					
ମାର୍ଚ୍ଚ ୨୫ ରୁ ୩୧ ବସିବ ବିଧାନସଭାର ବଜେଟ ଅଧିବେଶନ। ମାର୍ଚ୍ଚ ୨୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ । 
ମାର୍ଚ୍ଚ ୩୧ ତାରିଖରେ ବେୟ ମଞ୍ଜୁରୀ ବିଲ୍ ପରିତ ହେବ।!-->!-->!-->…				
						 
						 
			