କଂଗ୍ରେସର ନବସଂକଳ୍ପ ଶିବିର
					ନୂଆ ପିସିସି ସଭାପତି ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକ ଦଳକୁ ସଜାଡିବା କାମ ଆରମ୍ଭ କରିଛନ୍ତି । ଆସନ୍ତା ଜୁନ ପହିଲାରୁ ଦୁଇଦିନ ପାଇଁ କଂଗ୍ରେସ ନବ ସଂକଳ୍ପ ଶିବିର ଆୟୋଜନ କରିଛି । ଦଳ ଛାଡିଥିବା ନେତାଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।!-->…				
						 
						 
			