Odia News Portal
Browsing Tag

ed

୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ

ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ବିମାନବନ୍ଦରରେ ତାଙ୍କୁ ଅଟକ ରଖିବା ପରେ ଛାଡିଦେଇଥିଲେ ପବର୍ତ୍ତନ ନିର୍ଦ୍ଧେଶାଳୟ । କେବଳ ସେତିକି ନୁହେଁ ଏମିତି ବିଦେଶ ଯିବାକୁ ଅନୁମତି ମିଳିଛି । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ…

ଇଡିର ସମନ ପରେ ବି ଚତୁର୍ଥ ଦିନରେ ହାଜର ହେଲେନି ଜ୍ୟାକଲିନ୍

ମୁମ୍ବାଇ: ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ବଲିଉଡ ୪ର୍ଥ ଥର ପାଇଁ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ଇଡି ଆଗରେ ହାଜର ହୋଇନାହାନ୍ତି ।ସୋମବାର ଦିନ ଇଡିରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରିକରାଯାଇଥିଲା । କିନ୍ତୁ ସେ ଏଥର ମଧ୍ୟ ଉପସ୍ଥିତ ହୋଇନଥିଲେ । ଏହା ପୂର୍ବରୁ ଶନିବାର…

ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର…

ଇଡି ସ୍କାନରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଭୁବନେଶ୍ୱର: ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଆଇଏଫଏସ ଅଭୟକାନ୍ତ ପାଠକ । ଆଉ ଆଜି ତାଙ୍କ ଭାବି ବୋହୂ ଅଥବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅକୁ ନୋଟିସ କରିଛି ଇଡି । ଗତକାଲି ଆଇଏଏଫଏସ ଅଭୟକାନ୍ତ ପାଠକଙ୍କୁ ୮ କୋଟି ଟଙ୍କାର କାରବାର ନେଇ ଇଡି ଜେରା…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭୟକାନ୍ତ ପାଠକ ହାଜର ହୋଇଥିବାର ଖବର ମିଳିଛି। ଦୁଇଟି ମାମଲାରେ ପଚରାଉଚରା ପାଇଁ ସେ ହାଜର ହୋଇଥିବା ସୂଚନା ରହିଛି। ପୂର୍ବରୁ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଭିନ୍ନ ଅଭିଯୋଗରେ…

ଡ୍ରଗ୍ସ ମାମଲାରେ ତେଲୁଗୁ ଷ୍ଟାରଙ୍କ ସମେତ ୧୨ ଜଣଙ୍କୁ ଇଡି ନୋଟିସ୍

ହାଇଦ୍ରାବାଦ: ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସମେତ ଏକାଧିକ ସାଉଥ୍ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୪ ବର୍ଷ ପୂର୍ବର ଏକ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ସମେତ, ବାହୁବଳୀ ଅଭିନେତା ତଥା ନିର୍ଦେଶକ ରାଣା…