Odia News Portal
Browsing Tag

mayurbhanja

୨୦୨୨-୨୦୨୩ ରେଳବାଇ ବଜେଟରେ ନିରାଶ ମୟୁରଭଞ୍ଜ ବାସୀ

୨୦୨୨-୨୩ ରେଲବାଇ ବଜେଟରେ ମୟୂରଭଞ୍ଜବାସୀ ନିରାଶ। ବାମନଘାଟି ଉପଖଣ୍ଡରେ ଥିବା ଲୌହଖଣିରୁ ରେଳବାଇ ଭଲ ରାଜସ୍ୱ ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ମୟୂରଭଞ୍ଜରେ ରେଳ କ୍ଷେତ୍ର ପ୍ରତି ଅଣଦେଖା କରିଥିବା ଅଭିଯୋଗ ଆଣିଛି ବିଜେଡି। ରେଳ ବଜେଟରେ ମୟୁରଭଞ୍ଜକୁ ଅବହେଳା ଅଭିଯୋଗରେ ଯୁବ ବିଜେଡି ପକ୍ଷରୁ…

ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ: ସାତ ଜନ୍ମ ଲାଗି ସାଥୀ ହୋଇ ରହିବା ଲାଗି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲା । ସୁଖ ଦୁଃଖର ସାଥୀ ହେବା ସହ ଜୀବନ ସାରା ସୁରକ୍ଷା ଦେବା ଲାଗି କହିଥିଲା । କିନ୍ତୁ ନିଜେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ…

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଯୁବକଙ୍କୁ ଗୋଡ଼ାଇ ହାଣିଲା ସ୍ୱାମୀ

ମୟୂରଭଞ୍ଜ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ୱାମୀ । ପରପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ୪ ନମ୍ବର ୱାର୍ଡରେ ଘଟିଛି ଏହି ଘଟଣା । ତେବେ ମରଣାନ୍ତକ ଆକ୍ରମଣ କରିଥିବା…

ମହଙ୍ଗା ପଡ଼ିଲା ଭାଉଜ ପ୍ରେମ, ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ମୟୂରଭଞ୍ଜ: ମାଡ଼, ନିର୍ଘାତ ମାଡ଼ । ଗାଇଗୋରୁ ଭଳି ମାଡ଼ ମାରିଲେ ଆଉ ଖୁଣ୍ଟରେ ବାନ୍ଧିଦେଲେ । ଭାଉଜ ପ୍ରେମରେ ବାଇଆ ହୋଇ ଧାଇଁ ଆସିଥିଲେ । ଧରା ପଡ଼ିବା ପରେ ହିନସ୍ତା ହେଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷଦା ଗାଁରେ ଘଟିଛି ଏଭଳି ଘଟଣା । ତେବେ ଧରା ହୋଇଥିବା ଯୁବକ ଜଣକ ବିବାହିତ…

ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ। ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା…

ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଏହାଛଡା ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ସହ…

୨୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ପାଇଁ ମିଶନ୍ ସ୍ମାର୍ଟକାର୍ଡ । ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୬ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯିବ । ହସପିଟାଲରେ କେବଳ ସ୍ମାର୍ଟକାର୍ଡ ଦେଖାଇଲେ…

ଲିଫ୍ଟ ଦେଲେ, ଦୁଷ୍କର୍ମ କଲେ

ମୟୂରଭଞ୍ଜ : ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ । ଏପରିକି ବୃଦ୍ଧାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ସମ୍ପୃକ୍ତ…

ଅପହରଣ ପରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

ମୟୂରଭଞ୍ଜ: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହ ସୁଖ ଲାଗିତ ମଣିଷ ପାଲଟୁଛି ପଶୁ । ଜଣେ ଆଦିବାସୀ ନାବାଳିକାଙ୍କୁ ପ୍ରଥମେ ଅପହରଣ କରିବା ପରେ ଦୁଷ୍କର୍ମ କରିଛି ଅଭିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଆଦିବାସୀ ନାବାଳିକାକୁ ଗତ ୧୪ ସେପ୍ଟେମ୍ବର…

୨ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକିଦେଲେ…

ମୟୁରଭଞ୍ଜ: ରାଜ୍ୟରେ ଏବେବି ଚାଲିଛି ଶିଶୁ ବିକ୍ରି କାରବାର । ମାସକର ଶିଶୁ ପୁତ୍ରକୁ ୨ ହଜାରରେ ବିକ୍ରି କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁ ରେ । ଶିଶୁ ବିକ୍ରି ଓ ଗିରଫଦାରି ନେଇ ଝାରପୋଖରିଆ ପୋଲିସର ତରଫରୁ ସୂଚନା ମିଳିଛି । …