Odia News Portal
Browsing Tag

police

ପ୍ରାର୍ଥୀ ନୁହଁନ୍ତି ପୋଲିସ ଦେଖାଉଛନ୍ତି ମହାନତା

କଳାହାଣ୍ଡି: ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କଳାହାଣ୍ଡି ପୋଲିସ ତରଫରୁ ଅସହାୟ ବିକଳାଙ୍ଗ ଓ ବୃଦ୍ଧାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କମିଶନ ତରଫରୁ ଦିବ୍ୟାଙ୍ଗ ଓ ବୃଦ୍ଧ ମାନଙ୍କ ପାଇଁ କୋଣସି ପ୍ରକାର ହୁଇଲ…

ମାଲକାନଗିରରେ ମାଓବାଦୀ ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ସୀମାରେ ପୋଲିସ ର ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ମହୁପଦର ଏଲଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନି ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସୂଚନା ଅନୁସାରେ କଟେକଲ୍ୟାଣ ଥାନା…

ଢିଙ୍କିଆରେ ପୋଲିସ ଗ୍ରମବାସୀ ମୁହାଁମୁହିଁ

ଜଗତସିଂହୁପର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୋଲିସ ଏବଂ ଗାଁଲୋକେ ପୁଣି ମୁହାଁମୁହିଁ ହୋଇଛନ୍ତି । ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ କରିଛି । ପାନ ବରଜକୁ ଯିବାବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ପୋଲିସ ଅଟକାଇବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ନେଇ ପୋଲିସ ଓ ଗାଁଲୋକେ ଆଜି ମୁହାଁମହିଁ…

ପୋଲିସ ମାଓବାଦୀ ମୁହା ମୁହିଁ

ଯବାନ ଙ୍କ ଟାର୍ଗେଟ ରେ ଅଛନ୍ତି ମାଓବାଦୀ । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ଏହାସହ ବହୁତ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ସୂଚନାନୁସାରେ ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ…

ଖାକିରେ ଲାଗିଲା ଦାଗ

ଟାଙ୍ଗୀ ଥାନା ମଙ୍ଗୁଳି ପୋଲିସ ଆଉଟ ପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ହୋମଗାର୍ଡ ସହିତ ୩ ଜଣଙ୍କୁ…

ବସ୍ତିକୁ ଗଲେ, ଲୋକଙ୍କୁ ବୁଝାଇଲେ

ଜଟଣୀ: କମିଶନରେଟ୍ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ଏୟାରଫିଲଡ ପୋଲିସ ସ୍ଥାନୀୟ ଖଣ୍ଡୁଆଳ ବସ୍ତିକୁ ଯାଇଥିଲେ।ବସ୍ତିରେ ଛୋଟ ଛୋଟ ପିଲା ମାନଙ୍କୁ ଖାତା,ପେନ ବାଣ୍ଟିବା ସହ ବସ୍ତି ମୁରବୀମାନଙ୍କ ସହ ଥାନା ଅଧିକାରୀ ସିଧାସଳଖ…

କେନ୍ଦ୍ରାପଡ଼ାରେ ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା: ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ନେଇ ତେଜୁଛି ବିବାଦ। ପୋଲିସର ଦବଙ୍ଗଗିରି ଓ କମ୍ପାନୀ ବିରୋଧରେ ବୁଧବାର ସଂଗ୍ରାମ ସମିତିର ସମନ୍ୱୟ କମିଟି ବୈଠକ ଆୟୋଜିତ ହୋଇଥିଲା । ସଂଗ୍ରାମ ସମିତି ପ୍ରସାସନ ବିରୁଦ୍ଧରେ ଦେଇଛି ରଣ ହୁଙ୍କାର।ସେପଟେ ପୋଲିସ ଟିମ ସହ ଘଟଣା ସ୍ଥଳ ପରି ଭ୍ରମଣ…

ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ, ୬ ପୋଲିସ ମୃତ !

ପୋଲିସ ବନାମ ପୋଲିସ। ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ। ୬ଜଣ ପୋଲିସଙ୍କ ମୃତୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲକୁ ନିଆଯାଇଛି। ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି…

ରାଜଧାନୀରେ ପୁଲିସ୍‌ର ବସ୍ତି ତଲାସି ଅଭିଯାନରେ ବ୍ରେକ୍‌, ଜମୁଛି ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଏବେ ନିଶା ରାଜଧାନୀରେ ପରିଣତ ହେଉଥିବାବେଳେ ଏହାକୁ ରୋକିବା ଏବେ ପୁଲିସ୍ ପାଇଁ କାଠିକର ପାଠ ହେଲାଣି । ପୂର୍ବରୁ କାଁ ଭାଁ ଗଞ୍ଜେଇ କିମ୍ବା ବ୍ରାଉନସୁଗାର ଧରା ପଡୁଥିବାବେଳେ ଏବେ କିଲୋ କିଲୋ ବ୍ରାଉନସୁଗାର ସହିତ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ ହେଉଛି । ତେବେ…

କମିଶନରେଟ ପୋଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଥିଲା । ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ଥାନା ଆଇଆଇସି, ଜୋନ୍ ଏସିପି, ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତ ଥାନା…