Odia News Portal
Browsing Tag

priyanka gandhi

ମୁହାଁ ମୁହିଁ ହେଲେ ପ୍ରିୟଙ୍କା ଓ ଅଖିଲେଶ

ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ସବୁଠି ରାଜନୈତିକ ଉଷ୍ମତା ଦେଖାଦେଲାଣି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ମୈଦାନରେ ହିଭିୱେଟ୍ ନେତା । ନିର୍ବାଚନ ପାଇଁ ରୋଡ୍ ସୋ’ କରୁଛନ୍ତି ସମସ୍ତ ପ୍ରାର୍ଥୀ । ତେବେ ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍ ସୋ’ ବେଳେ କଂଗ୍ରେସ ସାଧାରଣ…

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ମା ଙ୍କୁ କଂଗ୍ରେସ ଦେଲା ଟିକେଟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ ବାଜିଛି । ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ତାଲିକାରେ ଯେଉଁ ମହିଳାମାନେ ଅଛନ୍ତି, ସେମାନଙ୍କ…

ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ

ମୋ ପିଲାଙ୍କ ଆକାଉଣ୍ଟକୁ ହ୍ୟାକ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।୨୦୨୨ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାକୁ ଆଗଭର ଥିବା ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ  କମାଇବା ପରେ ରାଜନୀତି ଜୋର ଧରିଛି। କଂଗ୍ରେସର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ”ଏହି ନିଷ୍ପତ୍ତି ସରକାରଙ୍କ ହୃଦୟରୁ ନୁହଁ ବରଂ ଡରରେ ନିଆଯାଇଛି”। ଆଗାମୀ ଦିନରେ…

ମୋଦି ସରକାରଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ବେଶ ସକ୍ରିୟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସେ ଘେରଉଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା…

ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ପ୍ରତିଶ୍ରୁତି: ୟୁପିରେ କଂଗ୍ରେସ ସରକାର ଆସିଲେ ଝିଅଙ୍କୁ ମିଳିବ…

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ବିଜେପି ମାତ ଦେବା ଲାଗି କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି । ୟୁପିର ମଙ୍ଗ ଧରିଥିବା ପ୍ରିୟଙ୍କା ସରକାର ଗଠନ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶରର ପ୍ରଭାରୀ…

ପ୍ରିୟଙ୍କା ଖେଳିଲେ ମହିଳା କାର୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୀର୍ଘ ବର୍ଷ ଧରି କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ଦଳ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ୍ ମୁଡ୍ ରେ ଆସିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜନସମର୍ଥନ ବଢ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି…

ପ୍ରିୟଙ୍କା ଗାନ୍ଧି ଗିରଫ

ସୀତାପୁର : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ…

ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଲା ୟୁପି ପୋଲିସ

ଲକ୍ଷ୍ନୌ: ନିରୀହ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର ଚଢାଇବା ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି । ୟୁପି ଲକ୍ଷ୍ମୀପୁର ଖେରିରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ…

ଚାଷୀଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଦେଶରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ରାଜନୀତି ସରଗରମ ରହିଛି । ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।…