ବିଳମ୍ବତ ରାତିରେ ଘରେ ପଶି କଲେ ଡକାୟତି
					ସାଲେପୁର: ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘରେ ପଶି ଡକାୟତି କରିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମଢଙ୍ଗା ଗ୍ରାମରେ ।  ମଢଙ୍ଗା ଗ୍ରାମର ମାନସ ସେଠୀଙ୍କ ଘରେ ୩ ଜଣ ଡକାୟତ ଗୁରୁବାର ବିଳମ୍ବିତ ରାତିରେ ପଶି ମାନସ ସେଠୀ ଓ ତାଙ୍କ ସ୍ତ୍ରୀଙ୍କ!-->…				
						 
						 
			