Odia News Portal
Browsing Tag

strike

ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି

ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ…

ବଡ ଆନ୍ଦୋଳନ ପାଇଁ ସଜବାଜ

କୃଷି ଆଇନ ରଦ୍ଦ ବିଲକୁ କ୍ୟାବିନେଟର ମଞ୍ଜୁର ପରେ ବି, ଚାଷୀ ସଂଗଠନ ଶାନ୍ତ ପଡି ନାହାଁନ୍ତି । ଏବଂ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କାଲି କୃଷକ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଏମଏସପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା…

ଦାବି ପୂରଣ ନ ହେଲେ ବସ୍ ସେବା ବନ୍ଦ

ନଭେମ୍ବର ୧୬ରୁ ରାଜ୍ୟରେ ବନ୍ଦ ହେବ ବସ୍ ସେବା । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ…

ଆଜି ବିଜେପିର ୧୨ ଘଣ୍ଟିଆ ବାରିପଦା

ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬…

ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ କରୁଛନ୍ତି । ତେବେ ଏହା ବାର କାଉନ୍ସିଲ ନିୟମର ବିରୋଧାଚରଣ କରୁଛି ବୋଲି ଛାତ୍ରଛାତ୍ରୀମାନେ…

ଭାରତ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା

କରୋନା ମହାମାରୀର ଦ୍ବିତୀୟ ଲହର ଏବଂ ଭାଇରସର ଡେଲଟା ଭାରିଅଣ୍ଟର ବଢୁଥିବା ମାମଲା ଦେଖି କାନାଡା ସରକାର ଭାରତକୁ ଆସୁଥିବା ଫ୍ଲାଇଟ ଉପରେ ୩୦ ଦିନ ଯାଏଁ ରୋକ୍ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ୨୧ ଅଗଷ୍ଟ ପର୍ଯ୍ଯନ୍ତ ଲାଗୁ କରିଦିଆଯାଇଛି। ସୂଚନାଯୋଗ୍ଯ, ଗତକିଛି ଦିନ ତଳେ ହେଲଥ କାନାଡା…

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଶ୍ୱଶୁରଘର ଦୁଆରେ ଧାରଣା ଦେଲେ ପ୍ରଥମ ପତ୍ନୀ

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କ ଘର ଆଗରେ ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା ଧରଣାରେ ବସି ରହିଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ୨୦୧୩ ମସିହା ଜୁନ୍ ୧୭ ତାରିଖରେ ବିବାହ କରିଥିଲେ ।…

ମଣ୍ଡି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମଣ୍ଡି ଓ ଟୋକେନ ସମସ୍ୟା ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ମଣ୍ଡି ଓ ଯୋଗାଣ ଅଫିସ ଆଗରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି କର୍ମୀ । କଟକ ବାଲିକୁଦା ଗୋପାଳପୁର ଛକରେ…

ପ୍ରେମିକର ଘର ସାମନାରେ ଧାରଣା ଦେଲା ପ୍ରେମିକା

ବଲାଙ୍ଗୀର: ପ୍ରେମରେ ବାଧକ ସାଜିଛି ଜାତିପ୍ରଥା । ପ୍ରେମିକକୁ ବିଶ୍ୱାସ କରି ସବୁକିଛି ଦାନ କରି ଦେଇଥିଲା । ହେଲେ ଅନ୍ୟତ୍ର ବିବାହ କରିବାକୁ ଯାଉଛି ପ୍ରେମିକ । ଶେଷରେ ସବୁଆଡ଼ୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନ୍ୟାୟ ପାଇଁ ପ୍ରେମିକର ଘର ସାମନାରେ ଧାରଣା ଦେଲେ ଯୁବତୀ । ମୋ ପ୍ରେମିକକୁ…

ଯୁବକଙ୍କୁ ହତ୍ୟା ଅଭିଯୋଗରେ ରାସ୍ତାରୋକ

ନୟାଗଡ଼: ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରୋକ କଲେ ଲୋକେ । ନୟାଗଡ଼ ଥାଉନ ଥାନା ଘଡ଼ୁଆଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ କଇଥଗାଡିଆର ବିଜୟ ନାୟକ ଔରଫ ଆଲେଖ । ସେ ତାଙ୍କ ଗ୍ରାମର ସଭାପତି ।…