Odia News Portal
Browsing Tag

swadhikar news

ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର୍

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର୍ ।ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଯାଇ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇଥିଲେ । ଏହାପରେ ସେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦…

ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ସମସ୍ତ କ୍ରୀଡା ଜଗତରେ ଦୁଃଖର ଛାୟା ଖେଳିଯାଇଛି…

କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଥିବା ସମୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ତେବେ କରୋନା ସଂକ୍ରମଣରେ ବହୁ ବରିଷ୍ଠ ଲୋକଙ୍କର ପରଲୋକ ଘଟୁଥିବା ସମୟରେ ଆଜି ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ…

ଆଜି ସର୍ବାଧିକ ୩୭ ଆକ୍ରାନ୍ତ ପ୍ରାଣ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ସଂକ୍ରମଣ କମିଥିବା ସମୟରେ କରୋନା ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁ ନାହିଁ । ମହାମାରୀର ଏହି ସମୟରେ ଲୋକ ନିଜ ପ୍ରୀୟଜନଙ୍କ ଅନ୍ତିମ ସତ୍କାର ପରେ ଅସ୍ଥି କଳସ ମଧ୍ୟ ସାଙ୍ଗରେ ନେଇ ଯିବା ପାଇଁ ଡରୁଛନ୍ତି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ଜଣ…

ବଢୁଛି ସଂକ୍ରମଣ: ୮୭୩୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ ।କିଛି ଦିନ ହେବ ରାଜ୍ୟରେ ସାମାନ୍ୟ ମାତ୍ରାରେ ସଂକ୍ରମଣ କମିଥିବା ସମୟରେ ଆଜି ପୁଣି ଥରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ…

ବକ୍ସ ଅଫିସରେ ହ୍ୟାଟ୍ରିକ କଲା ‘ଏ କ୍ୱାଇଟ ପ୍ଲେସ ପାର୍ଟ 2’

ମୁମ୍ବାଇ: କରୋନା ସମୟରେ ହ୍ୟାଟ୍ରିକ କଲା ହଲିଉଡର ୨ ସିନେମା| ହଲିଉଡର ୨ ସିନେମା 'ଏ କ୍ୱାଇଟ ପ୍ଲେସ ପାର୍ଟ 2' ପ୍ରଥମ ସପ୍ତାହରେ ଏହା ୪୮ ମିଲିୟନ୍ ଡଲାର୍ ରୋଜଗାର କରି ଏକ ବଡ଼ ଧରଣର ରେକର୍ଡ ସୃଷ୍ଟି କରିଛି | ଏହି ଚଳଚ୍ଚିତ୍ର ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବହୁତ ଭଲ ବ୍ୟବସାୟ କରିଛି…

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ନିଜ କାର୍ଯ୍ୟରୁ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି ।ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ…

ଚୀନରେ ବଦଳିଲା‘ଆମେ ଦୁଇ ଆମର ଦୁଇ’ ନିୟମ

ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ପାଇଁ ଚୀନ ସରକାରଙ୍କ ବଡ ନିଷ୍ପତ୍ତି । ସରକାରଙ୍କ ଘୋଷଣା ମୁତାବକ ଏବେ ଗୋଟିଏ ଦମ୍ପତ୍ତି ୨ଟି ବଦଳରେ ୩ ଟି ସନ୍ତାନ ଜନ୍ମ କରିପାରିବେ । ପ୍ରଥମେ ଚୀନର ଆଇନ ମୁତାବକ ଏକ ଦମ୍ପତ୍ତି ୨ ଟି ସନ୍ତାନ ଜନ୍ମ କରିବାର ପ୍ରାବଧାନ ଥିଲା ।କିଛିଦିନ ତଳେ ଚୀନ ଜନସଂଖ୍ୟାର…

ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ

ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କୁ ଛୁରୀ ମାଡ଼ କରି ହୋଇଛି ଲୁଟ୍ ଉଦ୍ୟମ ।ତେବେ ଲୁଟ୍ ଉଦ୍ୟମ ସମୟରେ ଲୁଟର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସୂଚନା ଅନୁଯାୟୀ, ରାଜଧାନୀରେ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାଡ଼ କରି ଲୁଟ ଉଦ୍ୟମ କରିଥିଲେ…