Odia News Portal
Browsing Tag

tamato

ରୋଷେଇ ବଜାରକୁ ମହଙ୍ଗା କରୁଛି ଟମାଟୋ

ରାଷ୍ଟ୍ରୀୟ ରାଜଧାନୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ । ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବୃଦ୍ଧି ପାଇବାରେ ଚାଲିଛି । ଅଚାନକ ପରିବାର ଦର ବୃଦ୍ଧି ହେବା ସହ ଟମାଟୋ ଦର ବଢିବା ଶୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେହିପରି ଦେଶର ଅନେକ ରାଜ୍ୟରେ ଅଦିନିଆ…

ଖାଉଟି ମୁଣ୍ଡରେ ଚଡକ

ପେଟ୍ରୋଲ ଭଳି ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଶୀତ ଦିନେ ଟମାଟୋ କେଜି ପିଛା ୨୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ତାମିଲନାଡୁରେ ବର୍ଷା ବିତ୍ପାତ୍ତ ଯୋଗୁ ଟମାଟୋ କେଜି ପିଛା ୧୦୦ ଟଙ୍କାରୁ…