Odia News Portal
Browsing Tag

tara

SIT ତଦନ୍ତ ଘୋଷଣାରେ ଆମେ ସନ୍ତୁଷ୍ଟ……

ଭୁବନେଶ୍ବର() ଏସ ଆଇ ଟି ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିିିଛନ୍ତି, SIT ତଦନ୍ତ ନେଇ କଂଗ୍ରେସ ଦାବି କରିଥିଲା। କ୍ରାଇମବ୍ରାଞ୍ଚ ଉପରେ ଭରସା ନଥିବାରୁ ଏହି ଦାବି ହୋଇଥିଲା। ଜଣେ ହାଇକୋର୍ଟ ଜଜଙ୍କ ନେତୃତ୍ୱରେ ଏସ ଆଇ ଟି…

କାଚରେ ମୁଣ୍ଡ ପିଟିଦେଲେ ତାରା

ଭୁବନେଶ୍ୱର()  ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ ପୋଡିୟମରେ ମୁଣ୍ଡ ପିଟିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବାଚସ୍ପତି…

ବାଚସ୍ପତିଙ୍କ ଟେବୁଲ ଆଗରେ ବେକ କାଟି ଆତ୍ମହତ୍ୟା କରିବି

ଭୁବନେଶ୍ୱର() ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି । ଏନେଇ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅନ୍ୟପଟେ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସ ବିଧାୟକ ତଥା ଜୟପୁର ବିଧାୟକ ତାରା ବାହିନୀପତି…

ବିଲ୍ ଚିରିଦେଲେ ତାରା

ଭୁବନେଶ୍ୱର() ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି । ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି । ଏହା ସହ ସେ ଗୃହ ଭିତରେ ବିଲକୁ ଚିରିଦେଇଛନ୍ତି…

ସିବିଆଇ ହେଉଛି ବିଜେପିର କଣ୍ଡେଇ

ଭୁବନେଶ୍ୱର()  ସିବିଆଇ ହେଉଛି ବିଜେପିର କଣ୍ଡେଇ ।  ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ଚଢଉ ପରେ ଏଭଳି କହିଛନ୍ତି କଂଗ୍ରେସ ବିଧୟକ ତାରାପ୍ରସାଦ ବାହିନୀପତି । ଏହାଛଡ଼ା ସେ…

ଅନୁମତି ନେଇ ସିବିଆଇ ଡ୍ରାମା କରୁଛି

ଭୁବନେଶ୍ୱର()  ଦୀର୍ଘଦିନ ଧରି ଚୁପ ବସିଥିବା ସିବିଆଇ ପୁଣି ଥରେ ସକ୍ରିୟ ହୋଇଉଠିଛି । ସି-ସୋର ଚିଟଫଣ୍ଡ  ମାମଲାର ତଦନ୍ତ କରୁ୍ଥିବା ସିବିଆଇ ପୁଣି  ତନାଘନା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସିବିଆଇ ବିଜେଡିର ଜଣେ ଆଗ ଧାଡ଼ିର ନେତାଙ୍କ ଘରେ ଚଢଉ କରିଛି । ସମ୍ପୃକ୍ତ ବିଜେଡି…