Odia News Portal

ମେଡିକାଲରେ ଭର୍ତ୍ତିହେଲେ ତାରା

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି କରୋନାରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ମିନାକ୍ଷା ବାହିନୀପତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳର ବିଧାୟକ ଓ କର୍ମୀ ।
କରୋନାରେ ଆକ୍ରାନ୍ତହେଲେ ତାରା