Odia News Portal
Monthly Archives

October 2018

ରାଜ୍ୟ ବାହାରେ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା

ଭୁବନେଶ୍ବର () : ଏଣିକି ଓଡିଶା ବାହାରେ ରହୁଥିବା ଓଡିଆ ଲୋକେ ବି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ପାଇବେ । ବାହାର ରାଜ୍ୟର ସରକାରୀ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ଚିକିତ୍ସା ଖର୍ଚ୍ଚ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦାଖଲ କରାଯିବ । ସେହିଭଳି ଟାଟା…

ଶିଳ୍ପପତିଙ୍କୁ କୋଇଲା ଓ ଲୁହାପଥର ଚିନ୍ତା

ଭୁବନେଶ୍ବର () : ଶିଳ୍ପପତିମାନଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ କୋଇଲା ଓ ଲୁହାପଥର ଦର ଚିନ୍ତାର କାରଣ ହୋଇଛି । ଶିଳ୍ପ ପାଇଁ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ସେମାନଙ୍କ ପ୍ରତିଯୋଗିତାମୂଳକ ପ୍ରଦର୍ଶନକୁ ପ୍ରଭାବିତ କରୁଛି । କୋଇଲା ଓ ଲୁହାପଥର ଦେଶରେ ପ୍ରଚୁର ପରିମାଣରେ ଉପଲବ୍ଧ…

ଜନ ସଂପର୍କ ପଦଯାତ୍ରାର ଅବଧି ବଢିଲା

ଭୁବନେଶ୍ବର () ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରା ଅବଧୀ ବଢିଲା । ନଭେମ୍ବର 2 ପରିବର୍ତ୍ତେ ନଭେମ୍ବର 30ରେ ସରିବ ପଦଯାତ୍ରା । ଆଜି ଏନେଇ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସବୁ ବିଧାୟକ, ସାଂସଦ, ମନ୍ତ୍ରୀ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କ…

ଡିଜିଟାଇଜ ହେଲା ଓଡିଆ ସାହିତ୍ୟ

ଭୁବନେଶ୍ବର () : ଶାସ୍ତ୍ରୀୟ ଓଡିଆ ଭାଷାକୁ ଆହୁରି ଲୋକପ୍ରିୟ କରିବ ରାଜ୍ୟ ସରକାରଙ୍କ ନୂଆ ଅନୁଷ୍ଠାନ ଓଡିଶା ଭର୍ଚୁଆଲ ଏକାଡେମୀ  । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଏହି ଅନୁଷ୍ଠାନର ଏକ ନୂଆ ୱେବ ଡୋମେନ ova.gov.inକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ…

ମିଶନ 120 ପ୍ଲସ ଓଡିଶା ପାଇଁ ନୁହେଁ, ସଂସଦ ପାଇଁ

ଭୁବନେଶ୍ବର () : ବିଜେଡି ସାଂସଦ ତଥାଗତ ଶତପଥୀ 2019 ନିର୍ବାଚନର ଫଳାଫଳକୁ ନେଇ ନୂଆ ଗଣିତର ସୂତ୍ର ଦେଇଛନ୍ତି । ଏପରିକି ବିଜେପି ଓ କଂଗ୍ରେସ ସିବିଆଇକୁ ବିଜେଡି ମ୍ୟାନେଜ କରିଥିବା ନେଇ ଯେଉଁ ଅଭିଯୋଗ ଆଣିଛନ୍ତି, ସେହି ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି । ଆସନ୍ତା ସାଧାରଣରେ ବିଜେପିର…

ଝଗଡ଼ା ସମୟରେ ମସ୍ତିଷ୍କକୁ ଶାନ୍ତ ରଖିବେ କିପରି ?

କୌଣସି ଯୁକ୍ତିତର୍କ କିମ୍ବା ଝଗଡ଼ା ସମୟରେ ମସ୍ତିଷ୍କକୁ ଶାନ୍ତ ରଖିବା କାଠିକରପାଠ ହୋଇଥାଏ। ଏହି ସମୟରେ ମଣିଷ ଭାରସାମ୍ୟ ହରାଇ ବସେ। ମାତ୍ର କେତୋଟି କୌଶଳ ଅବଲମ୍ବନ କଲେ ଆପଣ ଏହି ସମୟରେ ନିଜ ଉପରେ ଆୟତ୍ତ ରଖିପାରି ସମସ୍ୟାର ସମାଧାନ କରିପାରିବେ। ଶୁଣିବାର ଧୈର୍ଯ୍ୟ ରଖନ୍ତୁ। ସାଧାରଣତଃ…

ବିଏସଏଫ ଆଇଜି ହେଲେ ଖୁରାନିଆ

ଭୁବନେଶ୍ୱର--କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ବରିଷ୍ଠ ଆଇପିଏସ ଅଫିସର ୱାଇ ବି ଖୁରାନିଆ ବିଏସଏଫର ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ସେ ୫ବର୍ଷ ପାଇଁ ସେଠାରେ କାର୍ଯ୍ୟ କରିବେ । ଖୁରାନିଆଙ୍କ ଏହି ବଦଳି ପରେ ଅସିତ ପାଣିଗ୍ରାହୀଙ୍କୁ ଏ ଡି ଜି ପ୍ରୋଭିଜନିଙ୍ଗର ଅତିରିକ୍ତ ଦାୟୀତ୍ୱରେ…

ପୁଣି ଅଡୁଆରେ ପଡିଲେ ନିରବ ମୋଦି

ବ୍ୟାଙ୍କ ଋଣ ଖିଲାପକାରୀ ନିରବ ମୋଦିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଜବରଦସ୍ତ ଝଟ୍କା ଦେଇଛି। ହଂକଂରେ ଥିବା ତାଙ୍କର ପାଖାପାଖି ୨୫୫ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ଇଡି ଆଟାଚ୍ କରିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଘଟିଥିବା ପାଖାପାଖି ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ…

ଚାରିଆଡେ ଦାମଙ୍କୁ ବିରୋଧ ଓ ଅଣ୍ଡାମାଡ

ଭୁବନେଶ୍ୱର—ବିଜେଡିରୁ ବହିସୃତ ହେବା ପରେ ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ସରକାର ଓ ବିଜେଡି ବିରୁଧରେ ରାଜ୍ୟବ୍ୟାପି ଆନ୍ଦୋଳନ ସଭାସମିତି କରିବା ପାଇଁ ବାହାରିଛନ୍ତି କିନ୍ତୁ ସେ ଦୁର୍ନୀତି ବରୋଧି ସମାବେଶ ନାଁରେ ଯେତେସବୁ ସଭାସମିତିକୁ…

ଆସିବେ କେନ୍ଦ୍ରୀୟ ଟିମ

ଭୁବନେଶ୍ବର () ତିତଲି ବାତ୍ୟା ଓ ପରବର୍ତ୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି କେନ୍ଦ୍ରୀୟ ଟିମ । 1991 ଆଇପିଏସ ଅଫିସର ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ବରେ ଏହି ଟିମ ଗଠନ ହୋଇଛି । ବଶିଷ୍ଟ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ…