Odia News Portal
Monthly Archives

November 2018

ଏହି ଜିନିଷରୁ ଦୂରେଇ ରୁହନ୍ତୁ,ନଚେତ…

ଆଜିର ଯୁବ ପିଢ଼ି କୋଲଡ ଡ୍ରିଙ୍କସ ପ୍ରିୟ । ତେବେ ଏହି ସଉକ ଶରୀର ପାଇଁ ଭୀଷଣ କ୍ଷତିକାରକ । ବିଳାସପୁର ବିଶ୍ବବିଦ୍ୟାଳୟର ଖାଦ୍ୟ ପ୍ରକ୍ରିୟା କରଣ ବିଭାଗ ବିଶେଷଜ୍ଞଙ୍କ ମତରେ ଏଥିରୁ ଡାଇବେଟିଜ୍, ବ୍ଲଡପ୍ରେସର ଓ ହ୍ଦଜନିତ ରୋଗ ହେବାର ଅଶଙ୍କା ରହିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଗ୍ୟାସ…

#ମିଠୁ: ସାଜିଦଙ୍କ ନାଁରେ ଲାରାଙ୍କ ଅଭିଯୋଗ

ମୁହଁ ଖୋଲିଛନ୍ତି ଲାରା ଦତ୍ତା। ଲାରା ତାଙ୍କ ସ୍ୱାମୀଙ୍କ ସହ ବାଣ୍ଟିଥିବା କଥାକୁ ସ୍ୱାମୀ ମହେଶ ଭୂପତି ନିକଟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ୨୦୧୦ ମସିହାରେ ହାଉସ୍ଫୁଲ୍ ଚଳଚ୍ଚିତ୍ର ସୁଟିଂ ସମୟରେ ସଜିଦ୍ ଖାନ ଲାରାଙ୍କ ସହ-କଳାକାରଙ୍କ ପ୍ରତି ଖୁବ୍ ରୁକ୍ଷ ଓ ଅଶ୍ଳୀଳ ଆଚରଣ ପ୍ରଦର୍ଶନ…

ବାର ନେଇ କରନ୍ତୁ କାମ

ଗ୍ରନ୍ଥ ଅନୁସାରେ ସପ୍ତାହର ସାତ ଦିନର ଗ୍ରହ ସ୍ବାମୀ ଅଲଗା ଅଲଗା ଥାନ୍ତି । ଆଉ ସେମାନଙ୍କୁ ପ୍ରସନ୍ନ କରିବାର ଉପାୟ ମଧ୍ୟ ଭିନ୍ନ ଭିନ୍ନ । ଏବେ ନଜର ପକାନ୍ତୁ କେଉଁ ଦିନ କେଉଁ ଉପାୟ କରିବେ । ରବିବାର : ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିଥାନ୍ତି ରବିବାରର ଅଧିପତି ଦେବତା । ତେଣୁ ସୂର୍ୟ୍ୟ…

ଓଡିଶାରେ ବାଦଶାହ

ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରିହର୍ସାଲ୍ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଅଣାଯିବ ।ତେବେ ରିହର୍ସାଲ୍ ପରେ ଭ୍ୟାନିଟ୍ ଭ୍ୟାନରେ…

ଠକେଇ ଅଭିଯୋଗରେ ଜେଲ ଗଲେ ବିଲଡର

ଘର ଦେବାପାଇଁ କହି ଲୋକଙ୍କ ଠାରୁ ଟଙ୍କା ଠକିବା ଅଭିଯୋଗରେ ଦୁଇଜଣ ବିଲଡରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ତ୍ରିପୁରୀ ଏଣ୍ଟର ପ୍ରାଇଜର୍ସର ମାଲିକ ଶିବଦତ୍ତ ନାୟକ ଓ ଆନନ୍ଦ ସାହୁଙ୍କୁ ୭ବର୍ଷ ଜେଲ ଓ ୨ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏହି ଜରିମାନା ଅର୍ଥରୁ ୪ଲକ୍ଷ ଟଙ୍କା…

ଗଛକଟା ନେଇ ଏନଜିଟି ନୋଟିସ

ଢେଙ୍କାନାଳ ଜିଲ୍ଲା ବଳରାମପୁରର ଝିଙ୍କରଗଡି ଠାରେ ମଦ କାରଖାନା ପାଇଁ ଶତାଧିକ ଗଛ କଟାଯାଇଥିବା ଘଟଣାରେ ଜାତୀୟ ଗ୍ରୀନ ଟି୍ରବ୍ୟୁନାଲ ଉଦବେଗ ପ୍ରକାଶ କରିଛନ୍ତି । ଏଠାରେ ଜଙ୍ଗଲ ଆଇନର ଖୋଲା ଉଲଙ୍ଘନ କରାଯାଇଛି ବୋଲି ଗ୍ରୀନ ଟି୍ରବ୍ୟୁନାଲ ମତ ଦେବା ସହ ରାଜ୍ୟ ସରକାର ଏ ସମ୍ପର୍କରେ ସତ୍ୟପାଠ…

ଭୁଲି ପାରିଲେନି ଛାତ୍ରୀଙ୍କ ପ୍ରେମ

ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବିବାହିତ ଶିକ୍ଷକ ଏକ ଅଜବ ଘଟଣା ଘଟାଇଛନ୍ତି। ଶିକ୍ଷକ ଜଣଙ୍କର ୪ ମାସ ତଳେ ବିବାହ ହୋଇଥିଲେ ହେଁ ଜଣେ ଛାତ୍ରୀଙ୍କ ସହ ଥିବା ତାଙ୍କ ପ୍ରେମ ସମ୍ପର୍କକୁ ଭୁଲି ପାରି ନଥିଲେ। ନିଜର ମାନସିକ ସନ୍ତୁଳନ ହରାଇ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଛୁରୀରେ…

ଥରୁଛି କନ୍ଧମାଳ

କନ୍ଧମାଳ – ଗତ ଦୁଇଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି । ଫୁଲବାଣୀ ଓ କନ୍ଧମାଳରେ ଶୀତର ଲହରୀ ପ୍ରବଳ ଭାବରେ ବଢିବାରେ ଲାଗିଛି । ରାତିରେ ତାପମାତ୍ରା ୬/୭ ଡିଗ୍ରୀକୁ ଖସିଆସିବା ଫଳରେ ଲୋକେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶୀତ ସାଙ୍ଗକୁ…

କାଶୀପୁରରେ ପହଂଚିଲେ କ୍ରାଇମବ୍ରାଂଚ ଟିମ

ରାୟଗଡା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ମଙ୍ଗଳବାର କ୍ରାଇମବ୍ରାଂଚର ୨ ଜଣିଆ ଟିମ କାଶୀପୁରରେ ପହଂଚିଛନ୍ତି। ତାଙ୍କୁ ଆକ୍ରମଣ କରିବା ପଛରେ କାହାର ହାତ ରହିଛି କିମ୍ବା ଆକ୍ରମଣ ରାଜନୈତିକ…

ଧର୍ମେନ୍ଦ୍ର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅବସର ପ୍ରାପ୍ତ ଆଇଏଏସ ଅପରାଜିତା ସଡଙ୍ଗୀଙ୍କୁ ଦଳକୁ ଆଣି ବିଜେପି ତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରି ନିର୍ବାଚନରେ ସଫଳତା ଆଣିବା ପାଇଁ ବିଜେପିର ଗୋଟିଏ ଗୋÂୀ ଉଦ୍ୟମ ଚଳାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି । ସେ କହିଛନ୍ତି ଯେ…