Odia News Portal
Monthly Archives

November 2018

କଳିଙ୍ଗରେ ଟାଇଗର ଖାନ

ଆଜି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଦ୍ୱିତୀୟ ଉଦଘାଟନୀ ଉତ୍ସବ । ଏନେଇ ଭାଇଜାନଙ୍କ ଅପେକ୍ଷାରେ ଭୁବନେଶ୍ବର ବିମାନବନ୍ଦରରେ ତାଙ୍କ ଫ୍ୟାନଙ୍କ ଭିଡ଼ ଜମିଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୬ ଟା ୩୦ ମିନିଟ୍ ସମୟରେ ଚାଟାର୍ଡ ପ୍ଲେନରେ ବିଜୁ ପଟ୍ଟନାୟକ…

ନନ୍ଦନକାନନରେ ୧୨ ସାଗୁଣା

ଗତକାଲି ରାତିରେ ଗ୍ୱାଆଲିୟର ଚିଡିଆଖାନାରୁ ୧୨ ବଡ ଥଂଟିଆ ଶାଗୁଣା ଆସିଛି । ସେଥିମଧ୍ୟରୁ ୬ ମାଈ ଥିବାବେଳେ ୬ ଅଣ୍ଡିରା ଅଛନ୍ତି । ନନ୍ଦନକାନନ ତା ନିଜସ୍ୱ ଖର୍ଚରେ ଶାଗୁଣାମାନଙ୍କୁ ନନ୍ଦନକାନନ ଆଣିଛି । ଏହାସହ କାର୍ୟ୍ୟକ୍ଷମ ହେବ ଶାଗୁଣା ପ୍ରଜନନ କେନ୍ଦ୍ର । ଶାଗୁଣା ଆସିବା ସ୍ଥିର ହେବା ପରେ…

ନିଜେ ନିଜର ସତ ଓଗାଳିଲେ ଜୋହର

ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଆରଜେ, ଆଙ୍କର ଏବଂ ଅଭିନୟ ଭଳି ଭିନ୍ନ ପ୍ରକାରର କାମ କରି ବେଶ ସଫଳତା ଲାଭ କରିଛନ୍ତି କରଣ ଜୋହର । ପୂର୍ବରୁ ସେ ଅନେକ ସଂଘର୍ଷ କରିଥିବା ବେଳେ ଏବେ ତାଙ୍କ ନାମ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ରହିଛି । ସଫଳତାର ଅନେକ ସ୍ୱାଦ କରଣ ଚାଖିଥିବା ବେଳେ ଦିନ ଥିଲା,…

ଆତଙ୍କବାଦ ଓ ଆଲୋଚନା ଏକସଙ୍ଗେ ଅସମ୍ଭବ

ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ହୋଇପାରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ଥାନକୁ କଡା ଚେତାବନୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ ପାକିସ୍ଥାନ ପ୍ରଥମେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଉଚିତ । ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକରି ଆଲୋଚନାକୁ ଆସିବା…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱକପ ହକି ଡାକ ଟିକେଟ ଉନ୍ମୋଚନ

ବିଶ୍ୱକପ ହକି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ ଠାରେ ୫ଟି ସ୍ମାରକୀ ଡାକ ଟିକେଟ ଉନୋ୍ମଚନ କରିଛନ୍ତି । ଏହି ଉନ୍ମୋଚନ ଉସ୍ôବରେ ଡାକ ବିଭାଗର ଉଚ୍ଚ ପଦସ୍ଥ କର୍ମକର୍ତା ହକି ଇଣ୍ଡିଆ ଓ ଅନ୍ୟାନ୍ୟ ରାଜ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଏକ ସୁନ୍ଦର ମୂହୁର୍ତ୍ତ ଥିଲା

ଭୁବନେଶ୍ୱର ଠାରେ ଅନୁÂିତ ବିଶ୍ୱକପ ହକିର ଉଦଘାଟନ ଉସ୍ôବରେ ଯୋଗଦେଇ ଫେରିବା ପରେ ଅଭିନେତା ସାରୁକ ଖାଁ ତାଙ୍କ ଟୁଇଟରେ ହକି ଖେଳାଳି ମାନଙ୍କୁ ଶୁଭେଛା ଜଣାଇ ଚକ ଦେ ଇଣ୍ଡିଆ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଉସ୍ôବରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା…

ଓଡିଶାକୁ ଧନ୍ୟବାଦ ଦେଲେ ମାଧୁରୀ

ବିଶ୍ୱକପ ହକିର ଉଦଘାଟନ ଉସ୍ôବରେ ଯୋଗଦେଇ ଫେରିବା ପରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଟୁଇଟରେ ଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ନେହଶ୍ରଦ୍ଧା ପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡିଶାରେ ଅନୁÂିତ ହେଉଥିବା…

ମୁତ୍ୟୁଦଣ୍ଡକୁ କାଏମ ରଖିଲେ ସୁପି୍ରମକୋର୍ଟ

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭାରତରେ ମୃତ୍ୟୁ ଦଣ୍ଡ ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ବହୁମତ ମିଳିବା ପରେ, ମୃତ୍ୟୁ ଦଣ୍ଡକୁ କାଏମ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି କୁରିୟନ ଜୋସେଫ ଏହି…

ନବୀନ ଓଡିଶା ଦେଖି ବିଶ୍ୱ ବିମୋହିତ

ବିଶ୍ୱର ତିନୋଟି ଶ୍ରେÂ ହକି ଷ୍ଟାଡିୟମ ମଧ୍ୟରୁ କଳିଙ୍ଗ ଅନ୍ୟତମ ହେବ ଭୁବନେଶ୍ବର ()  ବେଶ ଧୁମଧାମ ଏବଂ ଉତ୍ସାହ ଉଦ୍ଦିପାନା ମଧ୍ୟରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପ 2018 । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଧକ୍ଧକ୍ ଗ୍ରାର୍ଲ ମାଧୁରୀ ଦିକ୍ଷିତ ଓ ବିଶିଷ୍ଟ ସଂଗୀତଜ୍ଞ ଏ.ଆର…

ଶୁଭିବନି ଆଉ ଅଜିଜଙ୍କ କଣ୍ଠସ୍ୱର

୬୪ ବର୍ଷୀୟ ଅଜିଜ୍ ଆଜି ମଧ୍ୟାହ୍ଣରେ ହୃଦଘାତରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଝିଅ ସାନା ଏକଥା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ। ଆଜି ସକାଳୁ ସେ…