Odia News Portal
Monthly Archives

December 2018

ଖବର କାଗଜରେ ଜିନିଷ ରଖି ଖାଉଛନ୍ତି କି ? ପଡିବେ…

ଆପଣ ସକାଳୁ ପ୍ରତିଦିନ ଚା’ର ଚୁସ୍କି ସହିତ ଦୁନିଆର ସମସ୍ତ ଖବରକୁ ଜାଣିବା ପାଇଁ ଆମେ ଖବର କାଗଜର ସାହାରା ନେଇଥାନ୍ତି। ଯାହା ଦ୍ବାରା ଆମେ କୋଣ ଅନୁକୋଣର ଖବର ଜାଣିଥାଉ କିନ୍ତୁ ଅନେକ ଥର ଆପଣ ଦେଖିଥିବେଯେ ଖବର କାଗଜକୁ ଘରୋଇ କାର୍ୟ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆପଣ ପୁରୁଣା ଖବର…

ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ସାଥୀଙ୍କ କେତୋଟି ପ୍ରେମ ସମ୍ପର୍କ ? ପଢନ୍ତୁ…

ଯେକୌଣସି ବ୍ୟକ୍ତିଙ୍କ ହାତରେଖାରୁ ତାଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କୁହାଯାଇଥାଏ। ଭାରତୀୟ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଚରିତ୍ରର ଦର୍ପଣ ତାଙ୍କ ହାତରେଖା ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଭୀବନସାଥି ତଥା ପ୍ରେମୀକା/ପ୍ରେମିକ ବିଷୟରେ ମଧ୍ୟ ହାତ ପାପୁଲିରୁ…

ମନମୋହନ ସିଂହଙ୍କ ଜୀବନୀକୁ ନେଇ ଆସୁଛି ଫିଲ୍ମ ଜାଣନ୍ତୁ …

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀକୁ ନେଇ ଆସୁଛି ଫିଲ୍ମ ଦ ଅକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍ । ଫିଲ୍ମରେ ମନମୋହନଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଅନୁପମ୍ ଖେର୍ । ତେବେ ମନମୋହନଙ୍କ ଚରିତ୍ରରେ ଅନୁପମଙ୍କ ଏକ ଝଲକ ଦେଖିବାକୁ ପ୍ରଶଂସକଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ…

ପ୍ରଶ୍ନର ଉତ୍ତର ପ୍ରଶ୍ନରେ ଦେଲେ ନବୀନ

ଭୁବନେଶ୍ବର (): ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି । ନିକଟରେ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଥୋଇ ରାଜ୍ୟ ସରକାରଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର…

ଏକ୍ସ- ପ୍ରେମିକାଙ୍କ ତାରିଫରେ କଣ କହିଲେ ସୁଶାନ୍ତ ଜାଣନ୍ତୁ…

ଛୋଟ ପରଦାର ପପୁଲାର ବୋହୁ ଅଙ୍କିତା ଲୋଖଣ୍ଡେ ଫିଲ୍ମ ମଣିକର୍ଣ୍ଣିକାରୁ ବଲିଉଡରେ ଡେବ୍ୟୁ କରୁଛନ୍ତି । ଫିଲ୍ମରେ ସେ ଝଲକରୀ ବାଇ ଭୂମିକାରେ ନଜର ଆସିବେ। ନିକଟରେ ତାହାର ଏକ ଝଲକ ମିଳିଥିଲା ସୋସିଆଲ ମିଡ଼ିଆରେ। ତେବେ ଅଙ୍କିତାଙ୍କ ବଲିଉଡ ଡେବ୍ୟୁକୁ ନେଇ ପୂର୍ବତନ ବୟଫ୍ରେଣ୍ଡ୍ ସୁଶାନ୍ତ ସିଂ…

ଓଡିଶା ଟେନିସ ବଲ କ୍ରିକେଟ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନିକଟରେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ଅନୁଷ୍ଠିତ ୨୯ ତମ ସିନିୟର୍ ଟେନିସ ବଲ ଚମ୍ପିୟାନସିପରେ ରନର୍ସଅଫ୍ ଓଡ଼ିଶା ଦଳକୁ ଆଜି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଦଳ ଉତ୍ତରପ୍ରଦେଶ ଠାରୁ ଫାଇନାଲରେ ପରାସ୍ତ ହୋଇ ପଞ୍ଚମ ଥର ପାଇଁ ରନର୍ସଅଫ୍ ହୋଇଛି। ଏହି ସଫଳତା…

ସର୍ବସାଧାରଣରେ ନମାଜ ମନା

ମୁସଲମାନ ସଂପ୍ରଦାୟର ବ୍ୟକ୍ତି ବିଶେଷ ଏଣିକି ସର୍ବସାଧାରଣ ସ୍ଥାନରେ କରିପାରିବେନି ନମାଜ ପାଠ । ଏପରିକି ପାର୍କରେ ନମାଜ ପାଠ କରିପାରିବେ ନାହିଁ। ନମାଜ ପାଠ କେବଳ ମାତ୍ର ମସଜିଦ୍, ଦର୍ଘା, କର୍ୟ୍ୟାଳୟ ଓ ଘରୋଇ ପରିସର ମଧ୍ୟରେ ହିଁ ସୀମିତ ରହିବ। ଯଦି କେହି ସର୍ବସାଧାରଣ ସ୍ଥାନରେ ନମାଜ ପାଠ…

ବରଫ ପାଲଟିଲା ଡାଲ୍ ହ୍ରଦ, ଅଧିକ ଜାଣନ୍ତୁ…

ଜମ୍ମୁ-କାଶ୍ମୀରରେ ମାଇନସ୍ ୫ ଡିଗ୍ରୀକୁ ଖସିଲା ତାମପାତ୍ରା , ବରଫ ପାଲଟିଲା ପ୍ରସିଦ୍ଧ ଡାଲ୍ ହ୍ରଦ ।ଫଳରେ ଡାଲ୍ ହ୍ରଦ ଠାରୁ ଆରମ୍ଭ କରି ସମସ୍ତ ହ୍ରଦର ଜଳ ବରଫ ହୋଇଯାଇଛି। ଏପରିକି ଘରକୁ ଯାଇଥିବା ପାଇପ୍ ଲାଇନ୍ର ପାଣି ମଧ୍ୟ ବରଫ ହୋଇଯାଉଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।

ପ୍ରେମିକ ପାଇଁ ମା’କୁ ମାରିଦେଲା ୧୯ ବର୍ଷର ଝିଅ

ଫେସବୁକ୍ ପ୍ରେମିକକୁ ପାଇବା ପାଇଁ ନିଜ ଜନ୍ମକଲା ମା’କୁ ହତ୍ୟା କଲା ଝିଅ । ଘଟଣାଟି ହେଉଛି ତାମିଲନାଡୁର । ଯେଉଁଠି ଏସ୍ ଦେବୀପ୍ରିୟା ନାମକ ଜଣେ ୧୯ ବର୍ଷର ଝିଅ ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡରେ ପ୍ରେମିକ ମଧ୍ୟ ସାମିଲ୍ ଅଛି । ତେବେ ଘଟଣାରେ ଦେବୀପ୍ରିୟା,…

୩୧ ଯାଏଁ ଶୀତର ଲହରୀ

ହାଡଭଙ୍ଗା ଶୀତ। ଜାଡରେ ଥରୁଛି ସାରା ଓଡ଼ିଶା। ଗାଁଠୁ ସହର , ଉପାନ୍ତରୁ ଉପକୂଳ ସବୁଠି ଶୀତର ଲହରୀ। ଲାଗାତାର ୪ଦିନ ହେଲାଣି ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି। ୧୦ଡିଗ୍ରୀ ତଳକୁ ଖସିଛି ୯ଟି ସହରର ତାପମାତ୍ରା। ୩୧ତାରିଖ ଯାଏଁ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…