Odia News Portal
Monthly Archives

January 2019

ଭଦ୍ରକରେ ନାବାଳିକା ଗଣ ଦୁଷ୍କର୍ମ, ୨ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧଗାଁରେ ଜଣେ ନାବାଳିକା ମେଲୋଡି ଗାୟିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ଜଣେ ଟେଣ୍ଟ ବ୍ୟବସାୟୀଙ୍କ ପୁଅର ଜନ୍ମଦିନ…

ସୁକିନ୍ଦାରେ ଷଣ୍ଢ ଚାଲାଣ: ୫ଜଣ ଅଭିଯୁକ୍ତ ଗିରଫ

ଯାଜପୁର ରୋଡ : ସୁକିନ୍ଦା ଥାନା ଅଞ୍ଚଳରୁ ୫ଜଣ ଷଣ୍ଢ ଚାଲାଣକାରୀ ଗିରଫ। ସୁକିନ୍ଦା ଅଞ୍ଚଳ ହରିପୁରଠାରେ ଗୋରୁ ହାଟ ଚାଲିଥିଲା। ଷଣ୍ଢକୁ ନେଇ ବିଲ ମଝିରେ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଧରିଥିଲେ। ଲୋକମାନେ ପୋଲିସକୁ ଖବର କରି…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧ । ଭୁବନେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ । ଦିନ ୧୦ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ । ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ପରେ ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ରସଗୋଲା, ଜାଣନ୍ତୁ…

ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ସଜାଗ ରହୁଥିବା ଲୋକ ଏହା ଭାବନ୍ତି ଯେ ରସଗୋଲା ସେମାନଙ୍କ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହେବ ନାହିଁ ତ। ରସଗୋଲା ପ୍ରିୟ ଲୋକଙ୍କ ପାଇଁ ଏକ ଭଲ ଖବର ରହିଛି। ଏବେ ରସଗୋଲା ଆପଣଙ୍କ ସ୍ବାସ୍ଥ୍ୟକୁ ସୁଧାରିବା…

ନାଲି ଲଙ୍କା ଖାଇଲେ ହେବେ ଦୀର୍ଘାୟୁ, ପଢନ୍ତୁ…

ଅଧିକ ଦିନ ପର୍ୟ୍ୟନ୍ତ ବଞ୍ଚିବା ପାଇଁ କାହାକୁବା ଇଛା ନାହିଁ। ତେବେ ଆପଣ କେବେ ଭାବିଛନ୍ତି କି, ନାଲି ଲଙ୍କା ଖାଇବା ଦ୍ବାରା ଆପଣ ହୋଇପାରିବେ ଦୀର୍ଘାୟୁ। ନାଲି ଲଙ୍କା ଅଧିକ ଖାଇବା ଦ୍ବାରା ଦୀର୍ଘାୟୁ ହେବା ସହ ସୁସ୍ଥ ମଧ୍ୟ ହୋଇଥାନ୍ତି। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ…

ଭୁଶୁଡିଲା ୪ ମହଲା କୋଠା, ଫସିରହିଛନ୍ତି ୮ରୁ ଅଧିକ ଲୋକ

ହରିୟାଣା ଗୁରୁଗ୍ରାମ ଉଲାସ ଗାଁରେ ଏକ ଚାରିମହଲାର କୋଠା ଭୁଶୁଡିପଡିଛି । ଆଜି ସକାଳ ୫ଟା ପାଖାପାଖି ଏହି ଅଘଟଣ ଘଟିଛି । କୋଠା ଭୁଶୁଡିପଡିବା ପରେ ୮ରୁ ଅଧିକ ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି । ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ସମସ୍ତେ…

ଜେଲ ଭିତରେ ବି ଷଡଯନ୍ତ୍ର

ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ ମେହେର ଗିରଫ ହୋଇ ପାଟଣାଗଡ ଜେଲରେ ରହିବା ପରେ ମଧ୍ୟ ସେ ଅନୁତାପ କରିବା ପରିବର୍ତ୍ତେ ଭୟଙ୍କର ଖେଳ ଖେଳିବା ପାଇଁ ଉଦ୍ୟମ କରିଛି । ଜେଲରେ କିଛି ଦୁର୍ଦାନ୍ତ ଡକାୟତଙ୍କ ସହ ମିଶି ଜେଲରୁ ଖସିଯିବା ପାଇଁ ଉଦ୍ୟମ କରି ଶେଷରେ ପୁଞ୍ଜିଲାଲ ବିଫଳ ହୋଇଛି । ଜେଲ…

କପିଲଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହୋଇପାରନ୍ତି ମୋଦି

କମେଡ଼ି କିଙ୍ଗ୍ କପିଲ୍ ଶର୍ମାଙ୍କ ବାହାଘରର ସେଲିବ୍ରେସନ୍। ଅମ୍ରିତ୍ସର୍ ଓ ମୁମ୍ବାଇରେ ଦୁଇଟି ରିସେପ୍ସନ୍ ପାର୍ଟି ଦେଇ ସାରିବା ପରେ କପିଲ୍ ଏବେ ତୃତୀୟ ପାର୍ଟି ଦେବେ ବୋଲି ଶୁଣିବାକୁ ମିଳିଛି। ଚର୍ଚ୍ଚା ହେଉଛି, ପ୍ରଥମେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କୁ ଏବଂ ଦ୍ୱିତୀୟ ପାର୍ଟିଟି ବଲିଉଡ୍…

କାହିଁକି କରଣ ଜୋହର ନିଜ ଭୁଲ ସ୍ୱକାର କଲେ ଜାଣନ୍ତୁ…

କଫି ଓ୍ଵିଥ୍ କରନରେ ମହିଳା ବିରୋଧୀ ଅଶ୍ଳିଳ ମନ୍ତବ୍ୟ ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଅଡୁଆରେ ପଡିବା ପରେ ଶେଷରେ ମୁହଁ ଖୋଲିଛନ୍ତି ଶୋର ହୋଷ୍ଟ ତଥା ପ୍ରଯୋଜକ ନିର୍ଦ୍ଦେଶକ କରନ ଜୋହର। ଶୋକୁ ନେଇ ବିବାଦ ଦେଖାଦେବା ପରେ ଏପର୍ୟ୍ୟନ୍ତ କରନ ଏକଦମ୍ ଚୁପ୍ ରହିଥିଲେ ତେବେ…

ହାତ ଛାଡି ଶଙ୍ଖ ଧରିଲେ ନବ ଦାସ

ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ସେ ପୁର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡା ବିଧାସଭା ଆସନରୁ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିଖିଳ ଭାରତ କଂଗ୍ରେସ କମିଟି ତାଙ୍କୁ ରାଜ୍ୟ…