Odia News Portal
Monthly Archives

January 2019

ରାସ୍ତା ତଳକୁ ଖସିଗଲା ଦ୍ୱିବେଦୀ ଯାତ୍ରୀବାହୀ ବସ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜନଗରରୁ ପୁରୀ ଯାଉଥିବାବେଳେ ଦ୍ୱିବେଦୀ ନାମକ ଏକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ଗୋପାଳପୁର ବଜାରର ନିକଟରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି। ବସ୍‌ଟି…

ଓଡ଼ିଶାରେ ବଦଳୁଛି ରାଜନୀତିର ମିଜାଜ : ୫ମ ଥର ମଧ୍ୟ ବିଜେଡି ସରକାର,୨୪ରେ ଝାରସୁଗୁଡା,୨୫ରେ ପୁରୀ ଓ ୨୭ରେ ଗଞ୍ଜାମ…

ଭୁବନେଶ୍ବର: ବଦଳୁଛି ରାଜ୍ୟ ରାଜନୀତିର ମିଜାଜ । କିଏ କାହାକୁ ଇଞ୍ଚେ ଛାଡିବା ମୁଡରେ ନାହାଁନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ଭଲ ପ୍ରଦର୍ଶନ କରିବ । ଅର୍ଥାତ ଦଳ ୫ମ ଥର କ୍ଷମତାକୁ ଆସିବ ବୋଲି ନବୀନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି…

ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ଏବେ ପରିବାର ଦ୍ବାରା ଅବହେଳିତ ହୋଇି ଅସହାୟ ଅବସ୍ଥାରେ ରାଜରାସ୍ତାରେ ଜୀବନ…

ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୨ ବର୍ଷ ବିତିଲାଣି । ସ୍ବାଧିନତା ସଂଗ୍ରାମରେ ଝାସ ଦେଇ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ପାଇଥିବା ଏହି ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଅନେକ ଏବେବି ଅବହେଳିତ । କେତେବେଳେ ସମାଜ ଓ ସରକାରଙ୍କ ଦ୍ବାରା ତ ଆଉ କେତେବେଳେ ନିଜ ପରିବାର ଦ୍ବାରା । ଏମିତି…

ଆଜି ରିଲିଜ୍‌ ହେବ ‘ନିମକି’

ଭୁବନେଶ୍ବର: ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି … ନିମ୍‌ପୁରରୁ ନବୀନ ନିବାସ।…ସିନେମାର ଲେଖକ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ଡାଇଲଗ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର୍ଯ୍ୟନ୍ତ…

କାଳିଆ ଲୋକପି୍ରୟତାରେ ବିରୋଧୀ ଇର୍ଷାନୀତ

ରାଜ୍ୟ ସରକାର ଆଣିଥିବା ଜନହିତକାରୀ ଯୋଜନାଗୁଡିକ ଭଳି କାଳିଆ ମଧ୍ୟ ବେଶ୍ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ । ଆଜି ‘କାଳିଆ’ ଯୋଜନାର ଲୋକପ୍ରିୟତା କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ବରଂ ଦେଶବ୍ୟାପୀ…

ଫ୍ରିଜ୍ରୁ ବାହାରୁଛି କି ଦୁର୍ଗନ୍ଧ, ଘରୋଇ ଉପାୟ ପଢନ୍ତୁ…

ଖାଦ୍ୟ ସାମଗ୍ରୀକୁ ତାଜା ରଖିବା ପାଇଁ ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ୍ ର ବ୍ୟବାହାର କରାଯାଇଥାଏ । କୌଣସି ବଳକା ଖାଦ୍ୟକୁ ନଷ୍ଟ ନକରି ଫ୍ରିଜ୍ ରେ ରଖାଯାଇଥାଏ । ଫଳ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ସୁଖିଲା ଏବଂ ରନ୍ଧା ଖାଦ୍ୟ, ପାନୀୟ ପଦାର୍ଥକୁ ଫ୍ରିଜ୍ ଦ୍ବାରା ଗଚ୍ଛିତ ରଖାଯାଇଥାଏ ।…

କଂଗ୍ରେସରୁ ଆଉ ଜଣେ ବିଧାୟକ ଖସିଲେ

ଭୁବନେଶ୍ୱର () ବିଧାୟକ ପଦରୁ ବିଧିବଦ୍ଧ ଭାବେ ଆଜି ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଯୋଗେଶ ସିଂହ । ଆଜି ବାଚସ୍ପତି ପ୍ରଦୀପ ଅମାତଙ୍କୁ ତାଙ୍କ ବିଧାନସଭା ପ୍ରକୋÂରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଦୁଇ ଦିନ ତଳେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ବିରୋଧୀ…

ଦୁର୍ଗମ ଅଂଚଳ ପାଇଁ ଡିଜିଟାଲ ଡିସପେନସାରୀ

ଭୁବନେଶ୍ବର () ଦୁର୍ଗମ ଅଚଂଳଗୁଡିକରେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ହେଉଥିବା ବେଳେ ଆଜି ସେ ସବୁ ଅଂଚଳରେ ଲୋକଙ୍କୁ ଏମବିବିଏସ୍ ଡାକ୍ତରଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ ପଇଁ ରାଜ୍ୟ ସରକାର ଆଧୁନିକ…

ରିଲିଜ୍ ହେଲା ଟୋଟାଲ ଧମାଲର ଟ୍ରେଲର

ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର। ଏଥିରେ ନଜର ଆସିଛନ୍ତି ଲିଡ୍ ରୋଲରେ ଥିବା ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ। ୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ…

ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଏଫ୍ଆଇଆର୍

ବଲିଉଡ୍ ଅଭିନେତା ଆଦିତ୍ୟ ପଞ୍ଚୋଲି ପୁଣି ଥରେ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଏଥର ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଜଣେ କାର୍ ମେକାନିକ୍ ମୁମ୍ୱାଇର ଏକ ଥାନାରେ ଏଫ୍ଆଇଆର୍ ଦାୟର କରିଛନ୍ତି। ଏଏନ୍ଆଇ ଟ୍ୱିଟ୍ ଅନୁସାରେ, କାର୍ ମେକାନିକ୍ ଜଣକ ଆଦିତ୍ୟଙ୍କ ଏକ ଖରାପ କାର୍କୁ ସଜାଡ଼ି ଥିଲେ।…