Odia News Portal
Monthly Archives

January 2019

ଲାଞ୍ଚ ନେଇ ଧରା ପଡ଼ିଲେ ପରିଷଦର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ

ରାଜଗାଙ୍ଗପୁର : ଲାଞ୍ଚ ନେଇ ଧରା ପଡ଼ିଲେ ରାଜଗାଙ୍ଗପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ। ବିଲ୍‌ ପାସ କରାଇବାକୁ ୨୪ ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ନେଇ ସ୍ଥାନୀୟ ଜଣେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଠିକାଦାର ଜଣଙ୍କ ଲାଞ୍ଚ ଦେଉ ଥିବା ସମୟରେ, ଭିଜିଲାନ୍ସ…

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ: ଶୀର୍ଷରେ ଭାରତୀୟ ଦଳ

ଦୁବାଇ : ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ଦଳ ଓ ଏହାର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତିବା ପରେ ଭାରତୀୟ ଦଳ ବିଶ୍ୱ ମାନ୍ୟତାରେ ସର୍ବାଧିକ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ବିରାଟ ୯୨୨…

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶାଳପତ୍ର ଶ୍ରମିକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି । ପୂର୍ବରୁ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ଏହାକୁ ଛାଡ଼ କରିଛନ୍ତି ରାଜ୍ୟ ସରକାର । ପୂର୍ବସୂଚନା ମୁତାବକ ବନଜାତ ଦ୍ରବ୍ୟ ଉପରେ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟରେ ଅଛନ୍ତି ୩ କୋଟି ୧୮ଲକ୍ଷ ୭୮୭ ଜଣ ଭୋଟର

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୧୯ ମସିହା ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ତାଲିକା ସଂଶୋଧନ ପରେ ପାଞ୍ଚ ଲକ୍ଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ୨୦୧୯ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଛି । ତାଲିକା ସଂଶୋଧନ ପରେ  ରାଜ୍ୟରେ ପାଞ୍ଚ ଲକ୍ଷ ଭୋଟରଙ୍କ…

ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ : କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି…

କଂଗ୍ରେସକୁ ଆଉ ଏକ ଝଟ୍‌କା, ଦଳ ଛାଡ଼ିଲେ ବିଜେପୁର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ଦଳର କାର୍ଯ୍ୟାଧାରା ଉପରେ କ୍ଷୁବ୍ଧ ହୋଇ ଶ୍ରୀ ସାହୁ ଏଭଳି ନିଷ୍ପତି ନେଇଛନ୍ତି  । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି  ।…

କଣ୍ଡିରା ଗାଁରେ ଫୁଟିଲା ଗୁଳି ! ଘରୁ ଡାକିନେଇ ହତ୍ୟା

ଦିନ ଦ୍ବିପ୍ରହରରେ ଲୋକଙ୍କ ଆଗରେ ଗୁଳି କରି ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାରେ ଘଟିଛି ଗୁଳିକାଣ୍ଡ । ମୃତକ ହେଲେ କଣ୍ଡିରା ହରିଜନପଡାର ଟୁବୁଲା ସେଠୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା…

ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଅଲାରନାଥ

ବ୍ରହ୍ମଗିରି:  ଆଜି ମହାପ୍ରଭୁ ଅଲାରନାଥଙ୍କର ପୁଷ୍ୟାଭିଷେକ। ରାଜାରାଜେଶ୍ବର ବେଶରେ ପ୍ରଭୁ ଅଲାରନାଥ ଦର୍ଶନ ଦେବେ । ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । ବର୍ଷ ତମାମ ମହାପ୍ରଭୁ ମନ୍ତ୍ରସ୍ନାନ ହେଉଥିବାବେଳେ ଆଜି ୧୦୮କଳସରେ ମହାପ୍ରଭୁ ମହାସ୍ନାନ ହେବେ । ସେଥିପାଇଁ…

ଦିଗା ଜାନବାଇ ଜଙ୍ଗଲରେ ମାଓହିଂସା , କାଟିଲେ ଏସାର୍‌ ପାଇପ୍‌ ଲାଇନ୍‌

ମାଲକାନଗିରି:  ସ୍ବାଭିମାନ ଅଞ୍ଚଳରେ ଉପସ୍ଥିତ ଜାହିର କଲେ ମାଓବାଦୀ । ବିଳମ୍ବିତ ରାତିରେ ଏସାର କମ୍ପାନୀର ପାଇପ୍ କାଟିଲେ ମାଓବାଦୀ। ଦୀର୍ଘ ଦିନର ନୀରବତା ପରେ ମାଲକାନଗିରିରେ ପୁଣି ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦିଗଜାନବାଇଠାରେ…

କଳା ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯

ଆସିକା : ଲୋକ କଳା ଓ ଲୋକ ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯ । ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ପରିବେଷଣ କରାଯାଉଛି। ଶୀତୁଆ ସଂଧ୍ୟାରେ ଆସିକା ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ପ୍ରଥମ ଥର ପାଇଁ ଆୟୋଜିତ…