Odia News Portal
Monthly Archives

January 2019

ନୂଆପଡ଼ାର ଦିବ୍ୟାଙ୍ଗ ଝିଅ ଗ୍ଲୋବାଲ ଫିମେଲ ନମିନି ପାଇଁ ମନୋନୀତ

କୋମନା: ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାକଂର ଦୃଢ଼ ଇଛାଶକ୍ତି ପାଇଁ ନ୍ୟୁଜିଲାଣ୍ଡରେ କମାଲ କରିପାରିଛନ୍ତି ନୂଆପଡ଼ାର ଝିଅ। ନିଜ ପରିବାର ସହିତ ରହି ସେହି ମାଟିରେ ଜନ୍ମଗ୍ରହଣ କରିଥିବା ଓଡିଆ ଝିଅ ହେଲେ ମୁସକାନ। ନୂଆପଡ଼ା ଜିଲ୍ଲାର କୋମନା ମୂଳ ବାସୀନ୍ଦା ବେଣୀମାଧବ ଦେବତାଙ୍କ ଏକ…

ଜେଇଇ ମେନ୍ ପରୀକ୍ଷାଫଳ : ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ର ଶିବାଶିଷ ଟପର୍

ଭୁବନେଶ୍ବର : ‌ନେସନାଲ୍ ଟେଷ୍ଟ୍ ଏଜେନ୍ସି ପକ୍ଷରୁ ଚଳିତବର୍ଷ ଜାନୁଆରି ୮ରୁ ୧୨ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସାରା ଦେଶରୁ ୮ଲକ୍ଷ ୭୪ହଜାର ୪୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡ଼ିଶାରୁ ପ୍ରାୟ ୪୦ହଜାର…

ଶ୍ରୀମନ୍ଦିରରେ ପ୍ରଶାସନ ଭାଙ୍ଗୁଛି ପରମ୍ପରା ! ବେଢ଼ା ଭିତରେ ପଡ଼ୁଛି ଚୌକି

ପୁରୀ : ଭାବ ଓ ଆବେଗର ସ୍ଥଳୀ ଶ୍ରୀମନ୍ଦିରରେ ତଳେ ବସିବାକୁ ପରମ୍ପରା ଓ ବିଧି ରହିଛି। ହେଲେ ତାକୁ ଭାଙ୍ଗି ଚେୟାର ଟେବୁଲ୍‌ ପକାଇ କିଛି ବର୍ଷ ହେଲା କର୍ମଚାରୀ ଓ ବେପାରୀ ବସୁଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ସେମାନେ ଶ୍ରୀମନ୍ଦିର ପରମ୍ପରାକୁ ଭାଙ୍ଗିବା ସହ ଧାର୍ମିକ ବିଶ୍ବାସ ଓ…

୩୦ରୁ ପୁଣି ଅନଶନ କରିବେ ଆନ୍ନା ହଜାରେ !

ପୁଣି ଅନଶନ କରିବେ ଆନ୍ନା । ଲୋକପାଳ ନିଯୁକ୍ତି ହୋଇ ନ ପାରିବାରୁ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେ ଆସନ୍ତା ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ, ୨୦୧୩ ଅନୁଯାୟୀ ଭ୍ରଷ୍ଟାଚାର ବିରୋଧୀ ଲୋକପାଳ ନିଯୁକ୍ତି…

ଆକ୍ସନ ମୁଡରେ କଂଗ୍ରେସ : ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସଗରିଆ ବହିଷ୍କୃତ

ଭୁବନେଶ୍ବର : ଆକ୍ସନ ମୁଡରେ କଂଗ୍ରେସ । ନବ ଦାସ ଓ ଯୋଗେଶ ସିଂଙ୍କ ନିଲମ୍ବନ ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଓ ପ୍ରଦେଶ କଂଗ୍ରେସ…

ଜାତୀୟ ସିନେମା ସଂଗ୍ରହାଳୟ ଲୋକାର୍ପିତ

ମୁମ୍ବାଇ : ଭାରତୀୟ ସିନେମା ଜଗତ ପାଇଁ ଏକ ବଡ଼ ଉପହାର। ମୁମ୍ବାଇରେ ପ୍ରତିଷ୍ଠିତ ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଇଣ୍ଡିଆନ୍ ସିନେମା  ବା ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିନେମା ସହ ଜଡ଼ିତ ଐତିହାସିକ ସ୍ମୃତିକୁ…

ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ୍‌ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ ହୋଇଛି । ଯାହାର ସେ ହିସାବ ଦେଇ ପାରି ନଥିଲେ । ଆଠ ନମ୍ବର ଡିଏଭି ସ୍କୁଲ ପାଖରେ ତାଙ୍କୁ ଭିଜିଲାନ୍ସ…

ପାର ହେଉଥିବା ବେଳେ କଟିଗଲେ ବାପ-ପୁଅ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରୁପସା ରେଳ ଷ୍ଟେସନରେ ଅଘଟଣ। ରେଳ ଧାରଣା ପାର ହେଉଥିବା ବେଳେ କଟି ଯାଇ ପ୍ରାଣ ହରାଇଲେ ବାପ ଓ ପୁଅ । ମୃତକ ହେଲେ ଯାଜପୁର ଯଖପୁରାର ପାତରାଜୁ ପ୍ରଧାନ ଏବଂ ତାଙ୍କ ପୁଅ ପୂର୍ବ ପ୍ରଧାନ । ମୃତ ଶିଶୁ ପୁତ୍ରର ବୟସ ମାତ୍ର ୫ବର୍ଷ। ଉଭୟ ରୁପସାରୁ ଯାଜପୁର…

ସାମ୍ବାଦିକ ଭାରରେ ବୋହିଲେ ରୋଗୀ ! ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମର ଘଟଣା । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳା ଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହୁଁଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା ନଥିବା ବେଳେ ଭାର କରି ନେବା ପାଇଁ ପ୍ରସ୍ତୁତ…

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା ! ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା, ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀକନକ ବ୍ୟୁରୋ : ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛି ।…