ପୋଲିସ ପରିବାର କଲ୍ୟାଣ ପ୍ରଦର୍ଶନୀ ଉଦ୍ଘାଟିତ
କଟକ: ରାଜ୍ୟସ୍ଥରୀୟ ପୋଲିସ ପରିବାର କଲ୍ୟାଣ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଉଦ୍ଘାଟକ ଓଡ଼ିଶାର ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ପୋଲିସ ମହିଳା କ୍ଲବର ସମ୍ପାଦିକା ସୋନାଲି ମହାନ୍ତି ସଭାପତିତ୍ୱ…