Odia News Portal
Monthly Archives

January 2019

କରଞ୍ଜମାଳ ପ˚ଚାୟତ ମାଟି ତଳୁ ବାହାରୁଛି ଗରମ ପାଣି ଓ ଧୂଆଁ !

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ କରଞ୍ଜମାଳ ପ˚ଚାୟତ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଟ୍ରାନ୍ସଫର୍ମର ପାଇଁ ଆର୍ଥି˚ ବସାଇବା ଲାଗି ମାଟି ଖୋଳା ଯାଉଥିବା ବେଳେ ମାଟି ତଳୁ ବାହାରୁଛି ଧୂଆଁ ଓ ଗରମ ପାଣି। ଯାହାକୁ ନେଇ ବୋରି˚ କରୁଥିବା ଲୋକମାନେ ଭୟଭୀତ ହେବା ସହ…

କଂଗ୍ରେସ ବିଧାୟକଙ୍କ ୟୁଟର୍ଣ୍ଣ : କର୍ଣ୍ଣାଟକରେ ବିଜେପିକୁ ଝଟକା !

ଇାଙ୍ଗାଲୋର: କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରୟାସ ଚଳାଇଛି । କିନ୍ତୁ ଦଳର ଏହି ଚେଷ୍ଟା ଫସର ଫାଟିବାକୁ ବସିଲାଣି । କାରଣ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଶେଷ ମୂହୁର୍ତରେ ସମର୍ଥନ ଦେବାକୁ ମନା କରି ଦେଇଛନ୍ତି । ରାଜ୍ୟରେ ସରକାର ଗଠନ ହେବା ପରେ ଏହା ବିଜେପିର ଦ୍ୱିତୀୟ…

ରେଙ୍ଗାଳି ଡ୍ୟାମ୍‌ରେ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ପଦ୍ମନାଭପୁରରେ ରେଙ୍ଗାଲୀ ଡ୍ୟାମ୍‌ରେ ଦୁଇଟି ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ୨ ବାଇକ ଅରୋହୀ ରେଙ୍ଗାଲି ଡ୍ୟାମ ବାଟେ ଆସୁଥିବାବେଳେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଡ୍ୟାମ୍‌ ଭିତରେ ପଡି…

୫ଜଣ ଜୁଆଡ଼ି ସହିତ ୧୫ଟି ଗାଡି ଓ ୧ଲକ୍ଷ୍ୟ ୮୪ ହାଜର ଟଙ୍କା ଜବତ

ଅନୁଗୋଳ: ରାତିରେ ତାଳଚେର ପୋଲିସ ସେଣ୍ଟ୍ରାଲ କଲୋନୀ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଛି। ଖବରରୁ ପ୍ରକାଶ ତାଳଚେର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଣ୍ଟ୍ରାଲ କଲୋନୀ ଜଙ୍ଗଲ ରେ ଆତର୍କିତ ଚଢ଼ାଉ କରି ଜୁଆ ଖେଳୁଥିବା ଅବସ୍ଥାରେ ୫ ଜଣ ଜୁଆଡ଼ି, ୧୫ ଖଣ୍ଡ ମୋଟର ସାଇକେଲ ଓ ୧ଲକ୍ଷ୍ୟ ୮୪…

ଆଜି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

କନ୍ଧମାଳ: ଆଜି କନ୍ଧମାଳ ବନ୍ଦ। ଅଷ୍ଟମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାକୁ ପ୍ରତିବାଦ କରି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାପାଳଙ୍କ ବଦଳି ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିଲମ୍ବନ ଦାବି କରୁଛି ବିଜେପି। ପୀଡ଼ିତାଙ୍କ ପରିବାରଙ୍କୁ…

ରେକର୍ଡ କଲେ ଫେଡେରର୍‌ !

ମେଲବର୍ଣ୍ଣ: ୨୦ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ସ୍ୱିଜରଲ୍ୟାଣ୍ଡ ଖେଳାଳି ରୋଜର ଫେଡେରର୍‌ ଅଷ୍ଟ୍ରେଲିଆ ଓପନ୍‌ରେ ଏକ ବରିଳ ରେକର୍ଡ କରିଛନ୍ତି। ସେ କ୍ରମାଗତ ୨୦ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୬ଥର ଅଷ୍ଟ୍ରେଲିଆ ଓପନ୍‌ ଜିତିଥିବା ଫେଡେରର୍‌ ଆଜିର…

ନିଜ ୧୦ ବର୍ଷ ଝିଅର ମୃତ ଦେହ ଧରି କାନ୍ଦି କାନ୍ଦି ରାସ୍ତାରେ ବାପା ମାଆ

କନ୍ଧମାଳ: ହୃଦୟ ବିଦାରକ ଘଟଣା । ମୃତ ଛୁଆକୁ ଧରି କାନ୍ଦି କାନ୍ଦି ରାସ୍ତାରେ ଚାଲୁଛନ୍ତି ବାପା ମାଆ । ସୂଚନା ମୁତାବକ, କନ୍ଧମାଳ ନୂଆପଦରୀ ଗାଁର ଦମ୍ପତ୍ତି ନିଜର ୧୦ ବର୍ଷର ଝିଅକୁ ଧରି ଫୁଲବାଣୀ ଚିକିତ୍ସାଳୟକୁ ଆସିଥିଲେ । ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଝିଅର ଚିକିତ୍ସା ସମୟରେ ମୃତ୍ୟୁ…

ବିଛା ଯଦି ନାହୁଡ ମାରିଦିଏ ତାହେଲେ କରନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ବିଷଜ୍ବାଳାରୁ ମୁକ୍ତି

ବିଛାର ନାଁ ଶୁଣିଲେ ପ୍ରଥମେ ଏହାର ବିଷାକ୍ତ ନାହୁଡ଼ କଥା ମନକୁ ଆସିଥାଏ। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଅନୁସାରେ ବର୍ଷାଦିନେ ବିଛା ପ୍ରଜନନ କରିଥାନ୍ତି। ବିଛା ଥରକରେ ଅତି କମରେ ୧୦୦ଟି ଛୁଆ ଜନ୍ମ କରିଥାନ୍ତି। ବର୍ଷାଦିନେ ଥଣ୍ଡାରୁ ସୁରକ୍ଷା ଦେବା ପାଇଁ ଏବଂ ଉଷ୍ମତା ପାଇଁ ମାଇ ବିଛା ନିଜ…

ପୁଟୁପଡ଼ା ଗାଁରେ ସଡ଼କ ଦୁର୍ଘଟଣା ବାଇକ ଆରୋହୀ ମୃତ

ବଙ୍ଗୋମୁଣ୍ଡା- ସିନ୍ଧେକେରା ଥାନା ଅନ୍ତର୍ଗତ ପୁଟୁପଡ଼ା ଗାଁରେ ସଡ଼କ ଦୁର୍ଘଟଣା । ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ । ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ପୁରୁଆଭାଡ଼ି ଗାଁର ରାଜିନ ଭୋଇ ।

ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କ ଦୋକାନରୁ ୧୮୦ରୁ ଊର୍ଧ୍ୱ ଅସ୍ତ୍ରଶସ୍ତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କର ଏକ ଦୋକାନରୁ ବନ୍ଧୁକ, ଛୁରୀ ସମେତ ବହୁତ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଣ୍ୟାଣ କ୍ରାଇମ୍‌ ବ୍ରାଞ୍ଚ ଦୋମ୍ବିଭାଲିଠାରେ ଥିବା ଧନଞ୍ଜୟଙ୍କ ଦୋକାନରେ ଚଢ଼ଉ କରିବା ପରେ ଏହି…