Odia News Portal
Monthly Archives

February 2019

କୃଷକ ସଂଗଠନ ନାଁରେ ରାଜନୈତିକ ବନ୍ଦ ବିଫଳ

ଭୁବନେଶ୍ବର () ଚାଷୀଙ୍କୁ ତତେଇ ପାରିଲାନି ନବ ନିର୍ମାଣ କୃଷକ ସଂଗଠନ । ଚାଷୀଙ୍କୁ ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବି ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ମିଳିନି ଆଶାନୁରୂପ ସମର୍ଥନ । ଏପରିକି ରାଜ୍ୟର ଚାଷୀମାନେ ବି ଏହି ଆନ୍ଦୋଳନରୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ…

କାଳିଆକୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

ଭୁବନେଶ୍ବର () ନବ ନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରା ସତ୍ତ୍ବେ ଆଜି ବରଗଡରେ ଆୟୋଜିତ ଚାଷୀ ସମାବେଶରେ ଲକ୍ଷାଧିକ ଚାଷୀ ଯୋଗ ଦେଇଥିଲେ । ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାରେ ଆଜି ରାଜ୍ୟର 14 ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷରୁ ଅଧିକ…

ପିଏମ କିଷାନ ଯୋଜନାରେ ସାମିଲ ହେବ ଓଡିଶା

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ସାମିଲ ହେବ ଓଡିଶା । ଆଜି କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ପିଏମ କୃଷକ ଯୋଜନାରେ ରାଜ୍ୟର ପ୍ରାୟ 90 ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିବ । ପିଏମ କିଷାନ…

ଆମ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଖାଦ୍ୟ କ’ଣ ଆସନ୍ତୁ ଜାଣିବା

ଭୁବନେଶ୍ୱର :  ପ୍ରତିଦିନ ସକାଳୁ ଉପମା ଖାଇଥାନ୍ତି। ଏବଂ ତା ପରେ କିଛି ଅମୃତଭଣ୍ଡା ଜୁସ୍ ପିଇବାକୁ ଭଲ ପାଆନ୍ତି। ଅମୃତଭଣ୍ଡା ଯୁସ୍ ହେଉଛି ତାଙ୍କ ମାନପାସନ୍ଦ ର ପାନୀୟ ଦ୍ରବ୍ୟ। ଏବଂ ସେ ହଟ୍ ଚକ୍ଲେଟେ ଡ୍ରିଙ୍କ ପିଇବାକୁ ଭଲ ପାଆନ୍ତି। କାରଣ ଦେ ଚାହା କି କଫି ପିଆନ୍ତି ନାହିଁ। ଏହାପରେ ସେ…

ଦେଶୀ ମଦ ଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

ଗାଙ୍ଗପୁର : ମଦ ବିରୋଧରେ ତାତିଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନରେ ଥିବା ନେଟଙ୍ଗା ଗ୍ରାମର ଶତାଧିକ ମିହିଳା । ଗାଁରେ ଥିବା ସରକାରୀ ଦେଶୀ ମଦ ଭାଟିଗୁଡିକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ମହିଳା । ଏଥିସିହତ ନିଜ ପଞ୍ଚାୟତକୁ ମଦ ମୁକ୍ତ କରିବାପାଇଁ ଦେଇଛନ୍ତି ନାରା । ଗ୍ରାମରେ ମଦ…

କିଭଳି ଭାବରେ ଏଲ୍‌ପିଜି ସିଲିଣ୍ଡର ବ୍ୟବହାର କରିବା ଦରକାର, ଆସନ୍ତୁ ଜାଣିବା

ଅନେକ ସମୟରେ ଘରେ ବା କୌଣସି ଦୋକାନମାନଙ୍କରେ ବ୍ୟବହୃତ ହେଉଥିବା ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁର୍ଘଟଣା ଘଟିବାର ଖବର ଆସିଥାଏ । କିଛି ଲୋକ ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରୁ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଏ । ତେବେ ସୁରକ୍ଷିତ ରହିବା ପାଇଁ କ’ଣ କରିବା ଦରକାର ବା…

ଜିଓକୁ ଟକ୍କର ଦେଲା ବିଏସ୍‌ଏନ୍‌ଏଲ୍‌ , ଗ୍ରାହକଙ୍କୁ ୩୪୯ ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ମିଳିବ ୩.୨ଜିବି ଡାଟା

ନୂଆଦିଲ୍ଳୀ: ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ନିଜର ପପୁଲର ୩୪୯ଟଙ୍କାର ପ୍ଲାନ୍‌କୁ ରିଭାଇଜ କରି ଦେଇଛି। ଏହା ଜରିଆରେ କେବଳ ନା ବ୍ୟବହାରକାରୀଙ୍କୁ ଅଧିକ ଡାଟା ମିଳିବ ତାହା ନୁହେଁ ପ୍ଲାନ୍‌ର ବୈଧତାକୁ ବି ବୃଦ୍ଧି କରି ଦିଆଯାଇଛି। କମ୍ପାନି ୩୪୯ଟଙ୍କାର…

ସହିଦଙ୍କ ବିଧବା ପତ୍ନୀ ମା’ ହେଲେ

ଦିଲ୍ଲୀ : ୨୦୧୮ ଡିସେମ୍ବର ୫ ତାରିଖରେ ଜାମ୍ମୁ କାଶ୍ମୀରରେ ରାଜେଶ ଯାଦବ ପାକିସ୍ତାନୀ ସେନାଙ୍କ ଗୁଳିରେ ସହିଦ ହୋଇଥିଲେ । ମଙ୍ଗଳବାର(ଫେବୃଆରୀ ୧୯ ତାରିଖ) ସନ୍ଧ୍ୟାରେ ସହିଦଙ୍କ ପତ୍ନୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଶିଶୁ ପୁତ୍ରକୁ ପାଇ ପରିବାର ବହୁତ ଖୁସୀ ହୋଇଯାଇଛି । ପୁତ୍ର ସନ୍ତାନ…

୨୬ରେ ଅଯୋଧ୍ୟା ମାମଲାର ଶୁଣାଣି

ଅଯୋଧ୍ୟା : ୨୬ରେ ଅଯୋଧ୍ୟା ମାମଲାର ଶୁଣାଣି । ଆସନ୍ତା ୨୬ ତାରିଖରେ ସଂବେଦନଶୀଳ ରାମଜନ୍ମଭୂମି ବାବରୀ ମସଜିଦ ମମଲାର ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ  ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।…

ରାମଗିରି ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ

ମୋହନ : ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପିଡ଼ିତର ଦାଦା (କାକା) ରାମାଗିରି ଥାନାରେ ଅଭିଯୋଗ କରିଛି । ନାବାଳିକା ଜଣକ ତବାରସିଂ ସରକାରୀ ଉଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ । ଗତକାଲି ସକାଳେ ଗାଁରୁ ସେ ସ୍କୁଲକୁ ଯାଉଥିବା ସମୟରେ ସେହି…