Odia News Portal
Monthly Archives

February 2019

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଏସଟି କମିଶନର ମିଟିଂ ଚାଲିଥିବାବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରୁ ତୁରନ୍ତ…

୧୫ ବର୍ଷ ବୟସ୍କା ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

କଟକ : ଅନୁଗୋଳ ଜିଲ୍ଲାର ଜଣେ ୧୫ ବର୍ଷୀୟ ନାବାଳିକାକୁ କଟକରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାକୁ ୫ ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି। ଏକ ରାଲିରେ ଯୋଗଦେବା ପାଇଁ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ…

ସମ୍ବଲପୁରରେ ଯୁବତୀ ଚାଲାଣ ଗ୍ୟାଙ୍ଗର ମୁଖ୍ୟ ଗିରଫ

ସମ୍ବଲପୁର : ସମ୍ବଲପୁରରୁ ଯୁବତୀଙ୍କୁ ସୁଦୁର ରାଜସ୍ଥାନରେ ବିକ୍ରି କରିବା ପରେ,ଏବେ ନୂତନ ଯୁବତୀ ସଂନ୍ଧାନରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି, ଟାଉନ୍‌ଥାନା ପୋଲିସ୍‌। ହେଲେ ଏବେ ମଧ୍ୟ ଏହି ମାମଲାର ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ହେଲେ ପୋଲିସ୍‌ର କହିବା ହେଲା, ରାଜସ୍ଥାନରେ…

ସୁନ୍ଦରଗଡରେ ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ, ୧୩ ବାଇକ ଉଦ୍ଧାର ସହ ୧୪ ଗିରଫ

ସୁନ୍ଦରଗଡ : ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ । ୧୪ ଜଣ ଗିରଫ ହୋଇଥିବା ବେଳେ ୧୩ ବାଇକ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ୍‌ ଚୋରି ହୋଇ ଆସୁଥିଲା । ଏନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଆନ୍ତଃ…

କାବୁ ହେଲା ବାଘ : କଲରାପତରିଆ ବାଘକୁ କାବୁ କଲା ବନ ବିଭାଗ

ଭୁବନେଶ୍ବର : କାବୁ ହେଲା ବାଘ । ଜନ୍ତାରେ ପଡ଼ିଲା କଲରାପତରିଆ । ଅପରେସନ୍‌ ଟାଇଗରରେ ଭୁବନେଶ୍ୱର ବିମାନବନ୍ଦର ନିକଟରୁ କଲରାପତରିଆ ବାଘକୁ ଧରିଲା ବନ ବିଭାଗ । ଗତକାଲି ଦିନ ୧୧ଟାରୁ ବିଳମ୍ବିତ ରାତି ଯାଏଁ ଚାଲିଥିଲା ଅପରେସନ୍‌ । ଶେଷରେ ରାତି ପାଖାପାଖି ତିନିଟା ବେଳେ ବାଘକୁ…

ଆଜି ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ୨୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ : ଆଜି ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ମୁଖ୍ୟମନ୍ତ୍ରୀ ୧୧ଟାରେ କଣାସ ବ୍ଲକ ଗଡ଼ସାହି ମେଳଣ ପଡିଆରେ ପହଞ୍ଚିବେ। ଏହାପରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ୨୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ଏକ ସାଧାରଣ…

କାଳିଆ ସ୍କଲରାସିପ ପୋର୍ଟାଲର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ( ଚକ୍ରଧର ମାଝି ) :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ କାଳିଆ ସ୍କଲରାସିପ୍ ଯୋଜନାର ୱେବ ପୋର୍ଟାଲ୍ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସ୍କଲାରସିପ୍ ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର,…

ପ୍ରଣବଙ୍କୁ ଆର୍ଶିବାଦ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଯାଜପୁର ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ବିଧାୟକ ପ୍ରଣବ…

ପୁଲଓ୍ଵାମା ଆକ୍ରମଣରେ ରହିଛି ପାକିସ୍ତାନ ସେନାର ହାତ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନାର ହାତ । ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ପାକିସ୍ତାନ ସେନାର ସନ୍ତାନ । ଜମ୍ମୁ-କାଶ୍ମୀରରେ ସେନା, ସିଆରପିଏଫ୍ ଓ ପୋଲିସର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ସେନା ପକ୍ଷରୁ କୁହାଯାଇଛି ଜୈଶ-ଏ-ମହମ୍ମଦକୁ ଆଇଏସ୍ଆଇ…

2196 କୋଟିର ପୁଂଜିନିବେଶ ଓ 3465 ନିଯୁକ୍ତି ସୁଯୋଗ

ଭୁବନେଶ୍ବର ()  ଓଡିଶାକୁ ପୂର୍ବ ଭାରତରେ ଏକ ଉତ୍ପାଦନ ହବ ଭାବେ ପରିଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନରେ ଆଜି ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ 18ଟି ନୂଆ ବୃହତ ଶିଳ୍ପର ଭୂମୀପୂଜା ଓ ଶିଳାନ୍ୟାସ…