ପୁଣି ଅଡୁଆରେ ସୁର ବାବା
ଭୁବନେଶ୍ୱର : ପୁଣି ଅଡୁଆରେ ସୁର ବାବା । ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବାଙ୍କ ନାଁରେ ତାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବାଲିପାଟଣା ଥାନାର ଜଣେ ମହିଳା । ଅଭିଯୋଗ ଅନୁଯାୟୀ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ ସହ ବାଲିପାଟଣା ତ୍ରାହି…
