ଆଜିଠୁ ଦେଶରେ ଲାଗୁ ହେବ ୪ଟି ନୂଆ ନିୟମ ; ଆସନ୍ତୁ ଜାଣିବା କ’ଣ
ଦିଲ୍ଲୀ : ମୋଦି ସରକାରଙ୍କ ଶାସନକାଳରେ ଦେଶରେ ଅନେକ ବଡ ବଡ ପରିବର୍ତ୍ତନ କରିଛନ୍ତି । ଚଳିତ ମାସରେ ମୋଦି ସରକାର ଅନେକ ବଡ ବଡ ଘୋଷଣା କରିଛନ୍ତି । ଗତ ୧୦ ତାରିଖରୁ ଆସନ୍ତା ୧୫ ତାରିଖ ମଧ୍ୟରେ ମୋଦି ସରକାର ୪ଟି ବଡ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ଦେଶରେ ନୂଆ ନିୟମ ଲାଗୁ ହେବ ।…
