Odia News Portal
Monthly Archives

February 2019

ଚାଲି ପାରୁନି ବିଧାନସଭା , ଚାଷୀ ଓ ବେକାରୀ ସମସ୍ୟାକୁ ନେଇ ହଟ୍ଟଗୋଳ

ଚତୁର୍ଥ ଦିନରେ ବି ଚାଲିପାରିନି ବିଧାନସଭା ପ୍ରଶ୍ନକାଳ। ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଚାଷୀ ସମସ୍ୟା ନେଇ କଂଗ୍ରେସ ହଟ୍ଟଗୋଳ କରିଥିବା ବେଳେ ବେକାରୀ ଓ ନିଯୁକ୍ତି ସମସ୍ୟା ନେଇ ବିଜେପି ସଦସ୍ୟ ନାରାବାଜି କରିଥିଲେ। ଫଳରେ…

ରୋଜ ଡେ କାହିଁକି ପାଳର କରାଯାଏ , ଜାଣନ୍ତୁ…

ଫେବୃଆରୀ ମାସକୁ ପ୍ରେମ ମାସ କୁହାଯାଏ । ଏହି ମାସରେ ପ୍ରେମି ଯୁଗଳ ନିଜ ପ୍ରେମକୁ ସମ୍ନାନ ଦେଇଥାନ୍ତି । କାରଣ ଏହି ମାସରେ ଭାଲେଣ୍ଟାଇନ ଡେ ପଡିଥାଏ । ଯାହାକୁ ପ୍ରେମ ଦିନ ବୋଲି କୁହାଯାଏ । ଏହି ଦିନ ଖାଲି ଓଡିଶାରେ ନୁହେଁ ପୁରା ଦେଶରେ ଏହି ଦିନକୁ ପାଳନ କରାଯାଏ । ହେଲେ ଭାଲେଣ୍ଟାଇନ ଡେ…

ଆଖି ପରେ ଓଠର କମାଲ

ରାତାରାତି ଇଣ୍ଟରନେଟ୍ର ସେନ୍ସେସନ୍ ପାଲଟି ଯାଇଥିଲେ ଅଭିନେତ୍ରୀ ପି୍ରୟା ପ୍ରାକାଶ । ଗତବର୍ଷ ଭାଲେନ୍ଟାଇନ୍ ଡେରେ ଏହି ଫିଲ୍ମର ଗୋଟିଏ ଗୀତ ‘ଗବଦ୍ଭସଳଚ୍ଚବ ଗବକ୍ଷବrବଚ୍ଚବ ଚକ୍ଟକ୍ଟଙ୍ଖସ’ ରିଲିଜ୍ ହୋଇଥିଲା। । ଏହି ଫିଲମରେ ପି୍ରୟାଙ୍କ ଆଖି ମାରିଥିବା ଅଭିନୟ ତାଙ୍କୁ ଲୋକଙ୍କ ମନର ରାଣି…

ଚାନ୍ଦୋଳ ଛକ ନିକଟରେ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ସାଲେପୁର : କଟକ-ଚାନ୍ଦବାଲି ରାସ୍ତା ଚାନ୍ଦୋଳ ଛକ ନିକଟରେ ଦୁର୍ଘଟଣା ହୋଇଛି । ହାଇୱାକୁ ପଛପଟୁ ପିଟିଲା ବୁଲେଟ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଆତୋଡାର ରାଜୁ ନାୟକ । ୨ ଗୁରୁତରଙ୍କୁ ସ୍ଥାନୀୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।…

ଅଭାବନୀୟ ଘଟଣା : ବାପାକୁ ପିଟି ପିଟି ମାରିଦେଲା ପୁଅ

ବ୍ରହ୍ମପୁର : ବାପାକୁ ପିଟି ପିଟି ମାରିଦେଲା ପୁଅ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ବାପା ଅଭି ନାୟକଙ୍କୁ ପୁଅ ସୀମାଞ୍ଚଳ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଅ…

୧୧ ଓ ୧୨ ଦୁଇଦିନ ଧରି ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଡାକରା

ଭୁବନେଶ୍ବର : ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟର ଆଇନଜୀବୀଙ୍କ କାର‌୍ୟ୍ୟବନ୍ଦ ଡାକରା। ଆଇନଜୀବୀଙ୍କ ୫ଦଫା ଦାବିପୂରଣ ହେଉନଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରତିବାଦ ଜଣାଇବ ସଂଘ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ବାରମ୍ବାର ଦାବି…

ବିଜୁ ଯୁବ ବାହିନୀ ହାତରେ ପ୍ରତି ୱାର୍ଡ : କ୍ଲବକୁ ଦିଆଗଲା ବ୍ୟାଟ୍‌, ବଲ ଆଦି କ୍ରିଡା ଉପକରଣ

କଟକ : ବିଜୁ ଯୁବ ବାହିନୀକୁ ନେଇ ସରକାର କରୁଛନ୍ତି ବହୁ ଯୋଜନା । କଟକ ସହରରେ ବିଭିନ୍ନ ଓ୍ବାର୍ଡ୍‌ରେ ଗଠନ ହୋଇଛି ବିଜୁ ଯୁବ ବାହିନୀ। ଓ୍ବାର୍ଡ୍‌ରେ ଥିବା କ୍ରୀଡା ପ୍ରତିଭାର ବିକାଶ ପାଇଁ ବିଜୁ ଯୁବ ବାହିନୀ ମାଧ୍ୟମରେ କଟକ ସହରର ସମସ୍ତ ଓ୍ବାର୍ଡ୍‌ରେ ବଣ୍ଟାଯାଇଛି କ୍ରୀଡା ଉପକରଣ ।…

ଅଭାବନୀୟ ଘଟଣା : ୫ ଘଣ୍ଟା ଗଛରେ ବନ୍ଧା ହେଲେ ବୃଦ୍ଧ

ବାଲେଶ୍ୱର : ଖଇରା ଥାନା ଅନ୍ତର୍ଗତ କଲିହା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୬୮ବର୍ଷର ବୃଦ୍ଧଙ୍କୁ ୫ଘଣ୍ଟା ଧରି ଗଛରେ ବାନ୍ଧି ରଖିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ କଲିହା ଗ୍ରାମର ଦିବାକର ବାରିକ ୪ମାସ ପୂର୍ବରୁ ବାସୁଦେବପୁର ଗ୍ରାମର ଅଭୟ ଜେନାଙ୍କ…

କିନ୍ନର ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ନୂଆ ପ୍ରୟାସ, ଆରମ୍ଭ ହେଲା ଚପଲ ତିଆରି ତାଲିମ

ବ୍ରହ୍ମପୁର : କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ କରିବା ଲାଗି ଏବେ ଉଦ୍ୟମ ଆରମ୍ଭ କରିଛି ବ୍ରହ୍ମପୁର ମହାନଗର ନିଗମ । ନିଗମ ପକ୍ଷରୁ ପ୍ରଥମ ପର‌୍ୟ୍ୟାୟରେ କିନ୍ନର ମାନଙ୍କୁ ନେଇ ତିନୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସେମାନଙ୍କୁ…

ଆଜି ବିଧାନସଭାରେ ଆସିବ କାମଚଳା ବଜେଟ

ଭୁବନେଶ୍ୱର, ( ଚକ୍ରଧର ମାଝି )  : ବିଧାନସଭାରେ ଆସିବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌। ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ । ଆଗକୁ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ବଦଳରେ ୪ ମାସ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ ହେବ। ତେବେ ଏକ ପୂର୍ଣ୍ଣକାଳୀନ ବଜେଟ୍‌ର ପରିକଳ୍ପନା…