ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି
ବିହାର : ସହଦେଇ ବୁଜୁର୍ଗ ନିକଟରେ ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି । ଦୁର୍ଘଟଣା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ୩ଟା ପରେ ଏହି ଦୁର୍ଘଟଣା ହୋଇଛି । ଟ୍ରେନଟି ଜୋଗବନୀରୁ ଦିଲ୍ଲୀ…
