ଏହି ଫାଇଭ୍ ଷ୍ଟାର ହୋଟେଲରେ ହନିମୁନ କଲେ ମିଳିଥାଏ ୬୭ଲକ୍ଷ ଟଙ୍କା
ପାଖାପାଖି ସବୁ ବିବାହିତ ସ୍ବାମୀ ସ୍ତ୍ରୀ ଚାହିଁଥାନ୍ତି ନିଜ ହନିମୁନରେ ଏପରି ସ୍ଥାନକୁ ଯିବେ ଯେଉଁଠାରେ ବେଶୀ ପଇସା ଖର୍ଚ୍ଚ ନହେବା ସହ ସବୁ ମୂହୁର୍ତ୍ତ ସ୍ମରଣୀୟ ରହିବ। ନିଜ ହନିମୁନ ପାଇଁ ସ୍ବାମୀ ସ୍ତ୍ରୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେଇଥାଆନ୍ତି ତଥାପି ଖୁସି ହୋଇପାରନ୍ତି ନାହିଁ…