Odia News Portal
Monthly Archives

March 2019

ଆଜି ମୁଖ୍ୟମନ୍ତ୍ରୀ ପୁଣି ଦିନିକିଆ ବ୍ରହ୍ମପୁର ଗ୍ରସ୍ତ : ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ଉଦଘାଟନ

ବ୍ରହ୍ମପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ଆସୁଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ , ବ୍ରହ୍ମପୁର ମହାନଗର ନିଗମ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଆସି ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ…

ଭିଜିଲାନ୍ସ ଜାଲରେ ଅଶୋକ କୁମାର ଡୁଙ୍ଗଡୁଙ୍ଗ

ରାଉରକେଲା : ଭିଜିଲାନ୍ସ ଜାଲରେ ବଣାଇ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ । ତାଙ୍କ ନାଁ ଅଶୋକ କୁମାର ଡୁଙ୍ଗଡୁଙ୍ଗ । ୩ ହଜାର ୨୫୦ ଟଙ୍କା ଲା଼ଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ରାଉରକେଲା ଭିଜିଲାନ୍ସ ବିଭାଗ । ଅଭିଯୋଗ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଘର ସାଧାରଣ ସମ୍ପାଦକ…

ଡକ୍ଟର କ୍ରିଷନ କୁମାର ହେଲେ ପୂର୍ତ୍ତ ସଚିବ

ଭୁବନେଶ୍ୱର () ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ୨୦୦୨ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱ ମିଳିଛି । ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଅବ୍ୟାହତି ନେବାପରେ ଇଞ୍ଜିନିୟର ରସାନନ୍ଦ ସାହୁଙ୍କୁ ପୂର୍ତ୍ତ…

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ହାଇଦ୍ରାବାଦ : ପ୍ରଥମେ ବୋଲର ଏବଂ ପରେ କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ଏଥି ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ…

ପୁରୁଷଙ୍କ ଅପେକ୍ଷା ମହିଳା କାର୍ଯ୍ୟାଳୟରେ କାହିଁକି ରୁହନ୍ତି ଅଧିକ ଚାପଗ୍ରସ୍ତ? ଜାଣନ୍ତୁ …

ଆଜିର ସମୟରେ କାମର ଚାପ ଅଧିକ ରହିବା ହେତୁ ପ୍ରାୟ ସମସ୍ତେ ରହୁଛନ୍ତି ଚିନ୍ତିତ ଏବଂ ଚାପଗ୍ରସ୍ତ। କିନ୍ତୁ ଦେଖିବାକୁ ଗଲେ ସମସ୍ତ ସ୍ଥାନରେ ପୁରୁଷଙ୍କ ଅପେକ୍ଷା ମହିଳା ରହୁଛନ୍ତି ଅଧିକ ଚିନ୍ତିତ ଏବଂ ଚାପଗ୍ରସ୍ତ। ତେବେ ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପ୍ରମାଣିତ…

କଂଗ୍ରେସ-ସିପିଆଇ ମଧ୍ୟରେ ଆସନକୁ ନେଇ ଛକାପଂଝା

ଭୁବନେଶ୍ବର () କଂଗ୍ରେସ ଓ ସିପିଆଇ ଭିତରେ ହୋଇପାରିଲାନି ଆସନ ବୁଝାମଣା। ପୁଣି ଝୁଲିଲା। ଗୋଟିଏ ଆସନକୁ ଦୁଇ ଦଳ ଭିତରେ ଅଙ୍କ ଛିଣ୍ତିନୁ। କଂଗ୍ରେସ ୪ଟି ଆସନ ଦେବାକୁ ରାଜି ହୋଇଥିବାବେଳେ ସିପିଆଇ ୫ଟି ଆସନ ଦାବିରେ ଅଡି ବସିଛି। ଯାହାକୁ ନେଇ ଆଜି ଚୂଡାନ୍ତ ନିଷ୍ପତି ହୋଇପାରିଲାନାହିଁ। …

ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ପରିବହନ ଖର୍ଚ୍ଚ

ଭୁବନେଶ୍ବର () ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀ, ବିଶେଷ କରି ବଣଜଙ୍ଗଲ ଓ ଉପାନ୍ତ ଅଂଚଳରେ ରହୁଥିବା ପିଲାମାନଙ୍କୁ ଏଣିକି ରାଜ୍ୟ ସରକାର ପରିବହନ ଖର୍ଚ୍ଚ କିମ୍ବା ରକ୍ଷାଚର ଭତ୍ତା ପ୍ରଦାନ କରିବେ । ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ 2009ରେ ରହିଥିବା ପ୍ରାବଧାନ…

ଅଭିନନ୍ଦନଙ୍କ ସହ ବର୍ଡ଼ର ଆସିଥିବା ମହିଳା ଜଣକ କିଏ ? ଜାଣନ୍ତୁ …

ଗତକାଲି ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଯେତେବେଳେ ପାକିସ୍ତାନ ଭାରତକୁ ପ୍ରତ୍ୟର୍ପଣ କଲା ସେତେବେଳେ ଓ୍ଵାଘା ସୀମାରେ ଜଣେ ମହିଳା ତାଙ୍କ ସହିତ ଥିଲେ । ଏଇ ମହିଳାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ମହିଳା ଜଣକ ଅଭିନନ୍ଦନଙ୍କ ପତ୍ନୀ ନୁହନ୍ତି ତ ? ଏଇ…

ନିଜଠୁ ୨୧ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ତ ଆପଣ ଜାଣିଥିବେ। ଶ୍ରଦ୍ଧା କପୁର ବଲିଉଡରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଅଭିନୟ ଫ୍ୟାନଙ୍କୁ ଆକୃଷ୍ଟ କରିଥାଏ। ଯେକୈାଣସି ଅବସର ହୋଇଥାଉନା କାହିଁକି ଶ୍ରଦ୍ଧା ସବୁବେଳେ ଗ୍ଲାମରସ୍ ଲୁକରେ ନଜର ଆସିଥାଆନ୍ତି। କିନ୍ତୁ ଆଜି…

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ପ୍ରଥମ ଥର ପାଇଁ ଓଡିଶାର ଏକନମ୍ବର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟର ଖୋଲିଛି ଗ୍ରାମୀଣ କ୍ୟାମ୍ପସ । ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର…