Odia News Portal
Monthly Archives

March 2019

(ଓଆଇସି)ର ସମ୍ମିଳନୀରେ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି ସୁଷମା ସ୍ୱରାଜ

ଯେଉଁ ଇସ୍ଲାମିକ ରାଷ୍ଟ୍ର ସମୂହ ତାକୁ ସମର୍ଥନ ଜଣାଇବେ ବୋଲି ପାକିସ୍ତାନ ଆଶା ବାନ୍ଧିଥିଲା, ଆଜି ବାବୁଧାବିଠାରେ ସେଇମାନଙ୍କ ସାମ୍ନାରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ କୋପରେସନ୍ (ଓଆଇସି)ର ସମ୍ମିଳନୀରେ ଯୋଗ ଦେଇ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା…

“ମୁଁ ଦେଶ ପାଇଁ ଜୀବନ ଦେବି”

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକ୍ ଅଧିକୃତ କଶ୍ମୀର(ଚଙକ) ଉପରେ ଭାରତୀୟ ବାୟୁ ସେନା ସହାୟତାରେ ଆକ୍ରମଣ କରିଥିଲା। ଯାହାକୁ ନେଇ ୨ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଓ ବାକ୍ ଯୁଦ୍ଧ ଚାଲିରହିଛି। ଏହି ସମୟରେ ବଲିଉଡ୍ କଳାକାରମାନେ ମଧ୍ୟ ପାକିସ୍ତାନ ଉପରେ ଗାଳି ବର୍ଷା କରୁଛନ୍ତି।…

ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ, ୪ ଗିରଫ

ମାଟ୍ରିକ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୪ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ମୋବାଇଲ ବ୍ୟବହାରକାରୀ ଓ ଦୋକାନୀ। ଏମାନଙ୍କ ବିରୋଧରେ SDPO ନେଇ ଝଊଚଙ ସୂଚନା ଦେଇଛନ୍ତି। ଗତ ୨୨ ତାରିଖରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ନୂଆପଡ଼ା, କୋରାପୁଟ…

କିଛି ସମୟରେ ସ୍ୱଦେଶ ଫେରିବେ ଅଭିନନ୍ଦନ

ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଆଉ କିଛି ସମୟ ପରେ ଭାରତ ଫେରିବେ । ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶବାସୀ ଉତ୍ସାହିତ ହୋଇପଡ଼ିଛନ୍ତି । ଲୋକେ ହାତରେ ତ୍ରିରଙ୍ଗା ଧରି ସୀମାରେ ପହଞ୍ଚିଛନ୍ତି । ସେପଟେ ସୀମାରେ ଆଇଆଲର୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ଘଟଣା : ୪ ଗିରଫ

ଭୁବନେଶର  : ମାଟ୍ରିକ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୪ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ମୋବାଇଲ ବ୍ୟବହାରକାରୀ ଓ ଦୋକାନୀ। ଏମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଇ SDPO ସୂଚନା ଦେଇଛନ୍ତି। ଗତ ୨୨ ତାରିଖରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ…

ପୋଲିସ ଭ୍ୟାନ ଓ ଟ୍ରକ ଦୁର୍ଘଟଣାରେ ଆହତ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦୁର୍ଘଟଣାରେ ଆହତ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା କର୍ମଚାରୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ…

୪୧ତମ ନ୍ୟାସନାଲ ସବ୍ ଜୁନିୟର ଭଲିବଲ ଚାମ୍ପିଅନସିପ ଉଦଯାପିତ

ଭୁବନେଶ୍ବର, (ଚକ୍ରଧର ମାଝି ) : କିଟ ପକ୍ଷରୁ ଆୟୋଜିତ ୪୧ତମ ନ୍ୟାସନାଲ ସବ୍ ଜୁନିୟର ଭଲିବଲ ଚାମ୍ପିଅନସିପ ଉଦଯାପିତ । ଫାଇନାଲ ମ୍ୟାଚ ବାଳକ ବିଭାଗରେ ଚଣ୍ଡିଗଡ, ହରିଆନା ଦଳକୁ ହରାଇ ଚାମ୍ପିଅନ ହୋଇଛି । ସେହିଭଳି ବାଳିକା ବିଭାଗରେ ପଶ୍ଚିମବଙ୍ଗ, ହରିଆନାକୁ ହରାଇ ଟ୍ରଫି ହାତେଇଛି ।…

୨ ଯବାନଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଝାରସୁଗୁଡ଼ା ବେଲପାହାଡ଼ରେ ଦୁର୍ଘଟଣାରେ ୨ ଯବାନଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଯବାନଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ, ୨୫ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ

ବିଜେଡିରେ ମିଶିଲେ କଣ୍ଟାବାଞ୍ଜି ଓ ମାଲକାନଗିରିରିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ବର: ଆଜି ବିଜେଡିରେ ମିଶିଲେ କଣ୍ଟାବାଞ୍ଜି ଓ ମାଲକାନଗିରିରିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ: ନବୀନ ନିବାସରେ ଦଳ ମୁଖିଆଙ୍କ ଉପସ୍ଥିତିରେ ମିଶିଲେ, ଶତାଧିକ କର୍ମୀଙ୍କ ମିଶ୍ରଣ ଦଳକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ପୁଣି କେନ୍ଦ୍ରାପଡାରେ ଗୁଳିକାଣ୍ଡ, ପ୍ରଶାନ୍ତ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗୁଳିକାଣ୍ଡ ହୋଇଛି । ଜିଲ୍ଲାର ପାଟକୁରା ଥାନା ଅଂଚଳରେ ଥିବା ତେଣ୍ଡାକୁଡା ବଡନୟନପୁରୁ ଛକରେ ଗତକାଲି ବିଳମ୍ବିତ ରାତ୍ରରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କର ବାମ ଗୋଡ଼ରେ ଗୁଳି ବାଜିଛି। ଯୁବକଙ୍କ ନାମ ପ୍ରଶାନ୍ତ ବାରିକ ବୋଲି…