ବିଶ୍ୱକପ – ୨୦୧୯ ପାଇଁ ଜାଣନ୍ତୁ କିଏ ପାଇଲେ ସୁଯୋଗ, କିଏ ପଡିଲେ ବାଦ୍
ବିଶ୍ୱବିଜେତା ହେବା ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍ । କ୍ରିକେଟର ମହାକୁମ୍ଭ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ…