ଚେନ୍ନାଇ ସୁପରକିଙ୍ଗସ୍ ୨୨ ରନ୍ରେ ଵିଜୟୀ
ଚେନ୍ନାଇ : କିଙ୍ଗସ ଇଲେଭେନ ପଞ୍ଜାବର ଯୁବ ତାରକା ସର୍ଫରାଜ ଖାନ୍(୬୭) ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ଚେନ୍ନାଇ ସୁପରକିଙ୍ଗସ୍ ୨୨ ରନ୍ରେ ମ୍ୟାଚ୍ ଜିତି ନେଇଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ କରିଥିବା ବେଳେ ପଞ୍ଜାବ ଏହାର ପିଛା କରି ୫ ୱିକେଟ୍ରେ ୧୩୮ ରନ୍ କରିବାକୁ…